Latest Odisha News

BREAKING NEWS

ବିଧାନସଭାରେ ହଙ୍ଗାମା, ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ସକାଳୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଦିନ ୪ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି। କଂଗ୍ରେସ ବିଧାୟକଙ୍କ ସମର୍ଥନ କରି ବିଜେଡି ମଧ୍ଯ ପ୍ରତିବାଦ କରିଛି। ଏପରିକି ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ଦଳ ପ୍ଲାକାର୍ଡ , ଘଣ୍ଟ . ଝାଞ୍ଜ ବଜାଇ ବିଶୃଙ୍ଖଳା ସୃଷ୍ଟି…

ଗିରଫ ହେଲେ ଜଟଣୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ

ଭୂବନେଶ୍ଵର: ଗିରଫ ହେଲେ ଜଟଣୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଭିଜିଲାନ୍‌ସ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କୁ ଗିରଫ କରିଛି । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ…

ରୋହିତ, ଦୀନେଶଙ୍କ ରେକର୍ଡ ଭାଙ୍ଗିଲେ ମ୍ୟାକ୍ସୱେଲ

ମୁମ୍ବାଇ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ଆଇପିଏଲରେ ଏକ ଅଲୋଡା ରେକର୍ଡ କରିଛନ୍ତି । ସେ ସର୍ବାଧିକ ଥର ୧୯ ଥର ଶୂନରେ ଆଉଟ ହୋଇ ଭାରତର ରୋହିତ ଶର୍ମା ଓ ଦୀନେଶ କାର୍ତିକଙ୍କୁ ପଛରେ ପକାଇ ଦେଇଛନ୍ତି । ରୋହି. ଦୀନେଶ ୧୮ଥର ଶୂନରେ ଆଉଟ ହୋଇଛନ୍ତି । ପୀୟୂଷ ଚାୱଲା ଓ…

ଭିଜିଲାନ୍ସ ଜାଲରେ ଫସିଲେ କୁତ୍ରା ତହସିଲର ଅମିନ

ଭୁବନେଶ୍ୱର: ଓଡିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ସୁନ୍ଦରଗଡ଼ର କୁତ୍ରା ତହସିଲର ଅମିନଙ୍କୁ ୬୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଭିଯୋଗକାରୀ ଏବଂ ତାଙ୍କ ଭାଇମାନଙ୍କର ପଟ୍ଟା ଭାଗ…

କଂଗ୍ରେସ ବିଧାୟକଙ୍କ ସମର୍ଥନରେ ବିଜେଡି; କକ୍ଷତ୍ୟାଗ କରି ପ୍ରତିବାଦ

ଭୁବନେଶ୍ୱର: ବିଧାନସଭା ପରିସର ପାଲଟିଛି ରଣକ୍ଷେତ୍ର। ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବାଚସ୍ପତି ସୁରମା ପାଢ଼ୀଙ୍କ ବିବୃତ୍ତି ଦାବି କରି ବିଜୁ ଜନତା ଦଳର ସଦସ୍ୟମାନେ ବୁଧବାର ଗୃହରେ ପ୍ରବଳ ହଙ୍ଗାମା କରିଛନ୍ତି।…

ଅଷ୍ଟମ ବେତନ କମିଶନରେ ଏମାନଙ୍କର ବଢିବନି ଦରମା! ଜାଣନ୍ତୁ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଅଷ୍ଟମ ବେତନ କମିଶନ ଗଠନ ଘୋଷଣା ହେବା ପରଠାରୁ ପ୍ରାୟ ୩୬.୫୭ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୩୩.୯୧ ଲକ୍ଷ ପେନସନଭୋଗୀ ଦରମା ବଢିବା ନେଇ ଆଶା ଦ୍ଵିଗୁଣିତ ହୋଇଯାଇଛି । ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ଯେ ଏହି ବେତନ କମିଶନ ଲାଗୁ ହେବା ପରେ…

ଚୀନ ଔଷଧ ଉପରେ ଆମେରିକା କରିବ ରାଜ୍, ଚୁକ୍ତି ସ୍ଵାକ୍ଷରିତ

ନୂଆଦିଲ୍ଲୀ: ଆମେରିକୀୟ ଔଷଧ କମ୍ପାନୀ ମର୍କ ଚୀନର ଜିଆଙ୍ଗସୁ ହେଙ୍ଗରୁଇ ଫାର୍ମାସ୍ୟୁଟିକଲ୍ସ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଚୁକ୍ତି ଅନୁଯାୟୀ, ମର୍କକୁ ହୃଦରୋଗର ଏକ ନୂତନ ଔଷଧ HRS-5346 ଉପରେ ବିଶ୍ୱବ୍ୟାପୀ ଅଧିକାର ମିଳିଛି। ମୋଟ ୨ ବିଲିୟନ ଡଲାର, ପ୍ରାୟ ୧୬,୭୦୦ କୋଟି ଟଙ୍କାରେ…

କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନା ସସ୍‌ପେଣ୍ଡ

ଭୁବନେଶ୍ୱର: ବିଧାନସଭା ପରିସର ପାଲଟିଛି ରଣକ୍ଷେତ୍ର। ବୁଧବାର କଂଗ୍ରେସ ବିଧାୟକ ଓ ସମର୍ଥକ ଧାରଣାରୁ ଉଠି ବିଧାନସଭା ଗେଟ୍ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଯାହାପରେ ତାରା ବାହିନୀପତି ଓ ରମେଶ ଜେନାଙ୍କୁ ବାଚସ୍ପତି ନିଲମ୍ବିତ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ପୂର୍ବରୁ…

ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ, ସ୍ଥାନାନ୍ତର ହେବେ ୬ ଗାଁର ଲୋକେ

ବାଲେଶ୍ୱର: ଚାନ୍ଦିପୁରରେ ଆଜି କ୍ଷେପଣାସ୍ତ୍ର ପରୀକ୍ଷଣ। ଏଥିଲାଗି ସ୍ଥାନାନ୍ତର ହେବେ ୬ ଗାଁର ଲୋକେ। ୬ଟି ଗାଁର ପ୍ରାୟ ୩୨୦୦ ବାସିନ୍ଦାଙ୍କୁ ସ୍ଥାନାନ୍ତରଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଚାନ୍ଦିପୁର ଆଇଟିଆର ଏଲସି-୩ କ୍ଷେପଣାସ୍ତ୍ର ଘାଟିରୁ ହେବାକୁ ଥିବା କ୍ଷେପଣାସ୍ତ୍ର ପରୀକ୍ଷଣ…

ବିଦା ହେବେ ଅସାଧୁ, ଅପାରଗ ସରକାରୀ ଅଧିକାରୀ ଓ କର୍ମଚାରୀ: ସବୁ ବିଭାଗକୁ ମୁଖ୍ୟ ସଚିବଙ୍କ ଚିଠି

ଭୁବନେଶ୍ୱର: ବିଦା ହେବେ ଅସାଧୁ, ଅପାରଗ ସରକାରୀ ଅଧିକାରୀ ଓ କର୍ମଚାରୀ। ସବୁ ବିଭାଗକୁ ମୁଖ୍ୟ ସଚିବ ଲେଖିଛନ୍ତି ଚିଠି। ଅସାଧୁ ଓ ଅପାରଗ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅବସର ପୂର୍ବରୁ ଚାକିରିରୁ ବିଦା କର। କାର୍ଯ୍ୟରେ ସନ୍ଦେହଜନକ ରହୁଥିବା, ସଚ୍ଚୋଟତାର ଅଭାବ ଥିବା କିମ୍ବା ଅପାରଗ…