ଗୃହ ବିଭାଗର ଶ୍ୱେତପତ୍ର ଜାରି: ରାଜ୍ୟରେ ଅଧିକ ଦୁଷ୍କର୍ମ ମାମଲା, ଚିନ୍ତା ବଢ଼ାଇଛି ସାଇବର୍ ଅପରାଧ
ଭୁବନେଶ୍ୱର: ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୪ର ଶ୍ୱେତପତ୍ରରେ ଦର୍ଶାଯାଇଛି ଯେ, ୨୦୨୪ରେ ଅର୍ଥନୈତିକ ଅପରାଧ ଶାଖା ମୋଟ୍ ୧୩ଟି ମାମଲା ରୁଜୁ ହୋଇଛି। ସେହିପରି ରାଜ୍ୟରେ ଅଧିକ ରହିଛି ଦୁଷ୍କର୍ମ ମାମଲା। ଚିନ୍ତା ବଢ଼ାଇଛି ସାଇବର୍ ଅପରାଧ।…