କଫିର ଏହି ମାସ୍କ କେଶକୁ କରିବ ମଜବୁତ୍..
ଭୁବନେଶ୍ବର : କିଛି ଜଣ ଅଛନ୍ତି ଯେଉଁ ମାନଙ୍କର ସକାଳୁ କଫି ପିଇବାର ଅଭ୍ୟାସ ରହିଛି । ତେବେ ଭଲ ସ୍ୱାସ୍ଥ୍ୟ ଓ ସୁନ୍ଦର ଫେସ୍ ପାଇଁ ମଧ୍ୟ କଫିର ଆବଶ୍ଯକତା ରହିଛି । ଏହି କଫିରେ ଏମିତି କିଛି ଗୁଣ ଅଛି ଯାହା ତ୍ବଚା ଓ କେଶର ସୁନ୍ଦରତା ବଢେଇବା ପାଇଁ ସାହାଯ୍ୟ କରିଥାଏ ।
ଆମେଜାଣିଛୁ କଫିରେ…