ଦକ୍ଷିଣ ଓଡ଼ିଶାର ୬ ହସ୍ପିଟାଲରେ ‘ସ୍ୱାସ୍ଥ୍ୟ ଏଟିଏମ୍ ମେସିନ୍’ ସ୍ଥାପିତ
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଛଅଟି ହସ୍ପିଟାଲରେ ପାଇଲଟ୍ ଭିତ୍ତିରେ 'ସ୍ୱାସ୍ଥ୍ୟ ଏଟିଏମ୍ ମେସିନ୍' ସ୍ଥାପନ କରିଛନ୍ତି କନ୍ଧମାଳ ପ୍ରଶାସନ ।
ଏକ ଏନଜିଓ ଏବଂ ଏକ ଆର୍ଥିକ ସେବା ଗ୍ରୁପର ସହଯୋଗରେ ଏହି ମେସିନ ସ୍ଥାପନ କରାଯାଇଛି। ଏଥିରେ ପ୍ରାୟ ୬୦ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା ହୋଇପାରିବ…