ପାକିସ୍ତାନର ବଢିଲା ଟେନସନ୍: ଯୁଦ୍ଧ ଭୟରେ ପାକ୍ ସେନାରେ ଗଣ ଇସ୍ତଫା
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନୀ ସେନାର କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଭାରତ ଯୁଦ୍ଧ ଧମକ ଦେଇବା ପରେ ପାକିସ୍ତାନୀ ସେନା କର୍ମଚାରୀଙ୍କ ସାମୂହିକ ଇସ୍ତଫା ସାମ୍ନାକୁ ଆସିଛି। ପାକିସ୍ତାନୀ ସେନା ଅଫିସର ଓ ସୈନ୍ୟମାନଙ୍କୁ ଭାରତ ଆକ୍ରମଣ କରିବାର ଭୟ ଘାରିଛି। ଫଳରେ ସେମାନେ ଭୟଭୀତ…