Latest Odisha News

BREAKING NEWS

ଜମ୍ମୁ କଶ୍ମୀରରେ ବନ୍ଦ ହେଲା ଏହି ୪୮ଟି ପର୍ଯ୍ୟଟନ ସ୍ଥଳୀ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ସାରା ରାଜ୍ୟରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି । ସେନା ଏବଂ ପୋଲିସ କର୍ମଚାରୀମାନେ ନିରନ୍ତର ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି ଏବଂ ବାଛି ବାଛି ଆତଙ୍କବାଦୀମାନଙ୍କୁ ହତ୍ୟା କରୁଛନ୍ତି ଏବଂ…

ଆତଙ୍କବାଦୀ ଆକ୍ରମଣ ବେଳେ କାହିଁକି ‘ଆଲ୍ଲାହୁ ଆକବର’ କହିଥିଲେ ଜିପ୍ ଲାଇନ ଅପରେଟର…

ଶ୍ରୀନଗର: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ଼ ହେଉଥିବା ଦେଖିବାକୁ ମିଳୁଛି।ଏହି ଭିଡିଓଟି ଅହମ୍ମଦାବାଦର ବାସିନ୍ଦା ରିଷି ଭଟ୍ଟ ନାମକ ଜଣେ ବ୍ୟକ୍ତି ଜାରି କରିଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ…

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା; ରାଜ୍ୟର ଉପକୂଳ ଗୁଡିକର ବଢିଲା ସୁରକ୍ଷା ବ୍ୟବସ୍ଥା

ପୁରୀ: ଜମ୍ମୁ କଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ହାଇଆଲର୍ଟରେ ସମଗ୍ର ଭାରତ । ଦେଶର ମୁମ୍ବାଇ, ଦିଲ୍ଲୀ ଭଳି ପ୍ରମୁଖ ସହର ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗତକାଲି ଦେଶର ସମସ୍ତ ପ୍ରମୁଖ ରେଳ ଷ୍ଟେସନଗୁଡିକ ସହ ଭୁବନେଶ୍ବର ରେଳ ଷ୍ଟେସନରେ ମଧ୍ୟ ଫ୍ଲାଗ୍…

ଏଥର ବର୍ଷା ଦିନେ ବି ଅସହ୍ୟ କରିବ ତାତି ଓ ଗୁଳୁଗୁଳି, ଏହି ଦୁଇ ମାସ କମ୍‌ ବର୍ଷା ଆଶଙ୍କା

ଭୁବନେଶ୍ୱର: ଏଥର ବର୍ଷା ଦିନେ ବି ଅସହ୍ୟ କରିବ ତାତି ଓ ଗୁଳୁଗୁଳି। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଚଳିତ ବର୍ଷ ଦୁଇ ମାସ କମ୍‌ ବର୍ଷା ହେବା ନେଇ ଆଶଙ୍କା ରହିଛି। ମେ ମାସରୁ ଅଗଷ୍ଟ ମାସ ଯାଏ ସ୍ୱାଭାବିକଠାରୁ ଅଧିକ ଗରମ ରହିବ। ପୁଣି ଆସନ୍ତା ୩ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ…

ମାଓ ସଂଗଠନକୁ ବଡ଼ ଧକ୍କା, ପଶ୍ଚିମ ବସ୍ତର ଡିଭିଜନର ୨୪ ମାଓବାଦୀଙ୍କ ଆତ୍ମସମର୍ପଣ

ରାୟପୁର: ଛତିଶଗଡ଼ ବିଜାପୁର ମାଓ ସଂଗଠନକୁ ବଡ଼ ଧକ୍କା। ପଶ୍ଚିମ ବସ୍ତର ଡିଭିଜନର ୨୪ ମାଓବାଦୀ କଲେ ଆତ୍ମସମର୍ପଣ। ଛତିଶଗଡ଼ ସରକାରଙ୍କ ନିକଟରେ ଆତ୍ମସମର୍ପଣ କଲେ। ଶାନ୍ତି ବାର୍ତ୍ତା ପାଇଁ ପୁଣି ପତ୍ର ଜାରି କଲା କେନ୍ଦ୍ରୀୟ ମାଓ ସଂଗଠନ। ଅନୁକୂଳ ବାତାବରଣ ସୃଷ୍ଟି କଲେ ସଂଗଠନ ଶାନ୍ତି…

ପାକିସ୍ତାନୀ ଭାରତ ଛାଡିବା ପ୍ରସଙ୍ଗ; ଆଜି ମେଡିକାଲ ଭିସାଧାରୀଙ୍କ ପାଇଁ ସରୁଛି ସମୟସୀମା

ଭୁବନେଶ୍ବର: ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଅନେକ କଡ଼ା ପଦକ୍ଷେପ ନେଉଛନ୍ତି ଭାରତ ସରକାର । ସେଥିମଧ୍ୟରୁ ଗୋଟିଏ ହେଲା ଅଟାରୀ-ବର୍ଡରକୁ ଅସ୍ଥାୟୀ ରୂପେ ବନ୍ଦ କରିବା ଏବଂ ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରି ସେମାନଙ୍କୁ ୪୮ ଘଣ୍ଟା ଭିତରେ…

ଓଟିଟିରେ ବ୍ୟାନ ହେବ ଅଶ୍ଳୀଳ କଣ୍ଟେଣ୍ଟ!

ନୂଆଦିଲ୍ଲୀ: ଓଟିଟି ଏବଂ ସୋସିଆଲ ମିଡଆରେ ଅଶ୍ଳୀଳ ବିଷୟ ବସ୍ତୁ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା। କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ଦୁଇ ଜଣିଆ ଖଣ୍ଡପୀଠ। ପ୍ରମୁଖ ପ୍ଲାଟଫର୍ମ ଗୁଡିକୁ ବି ନୋଟିସ। ଓଟିଟି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁର…

ମେ ୨ରୁ ଓଜେଇଇ, ୩ଟି ସିଫ୍ଟରେ ସିବିଟି ମାଧ୍ୟମରେ ହେବ ପରୀକ୍ଷା

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୫ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ। ଆସନ୍ତା ମେ ୨ ତାରିଖରୁ ହେବ ଓଜେଇଇ ପରୀକ୍ଷା। ୧୨ ତାରିଖ ଯାଏ ୩ଟି ସିଫ୍ଟରେ ପରୀକ୍ଷା ହେବ। ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡ୍‌ରେ କରାଯିବ।…

ଦୋଷ ନଥାଇ ଦେଢ଼ ମାସ ଜେଲ୍‌ ଦଣ୍ଡ ଭୋଗିଲେ ଯୁବକ!

ମୟୂରଭଞ୍ଜ: ବିନା ଦୋଷରେ ଦେଢ଼ ମାସ ଜେଲ୍‌ ରେ ରହିଲେ ଯୁବକ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ମୟୂରଭଞ୍ଜ ଜିଲ୍ଲାରୁ । ଯୁବକ ଜଣକ ହେଲେ ଖୁଣ୍ଟା ଥାନା ଅଧୀନ ସାଇଁକୁଳା ଗ୍ରାମର ଅଶ୍ୱିନୀ ଦେ । ମୟୂରଭଞ୍ଜ ଜିଲା ଖୁଣ୍ଟା ପୋଲିସ ଚଢ଼ାଉ କରିବା ବେଳେ ବିନା ଦୋଷରେ ଅଶ୍ୱିନୀଙ୍କୁ ଗିରଫ କରି…

କେଉଁଠି ଅଛନ୍ତି ପାକ୍ ସେନା ମୁଖ୍ୟ? ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ମୁନୀର-ଆଉଟ୍‌’

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନୀ ସେନାର କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଭାରତ ଯୁଦ୍ଧ ଧମକ ଦେଇବା ପରେ ପାକିସ୍ତାନୀ ସେନା ଅଫିସର ଓ ସୈନ୍ୟମାନଙ୍କୁ ଭାରତ ଆକ୍ରମଣ କରିବାର ଭୟ ଘାରିଛି। ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଛକାପଞ୍ଝା ସ୍ଥିତି…