Latest Odisha News

BREAKING NEWS

ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ, ବନ୍ଧୁକ ସହ ୬ ମାଫିଆ ଗିରଫ

ରାୟଗଡା: ରାୟଗଡ଼ା ଟାଉନ ଥାନା ପୋଲିସକୁ ବଡ ସଫଳତା । ଧରା ପଡିଲେ ଗଞ୍ଜେଇ ମାଫିଆ। ପୋଲିସ ପେଟ୍ରୋଲିଂ ସମୟରେ ୩୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ । ଗଞ୍ଜେଇ ଜବତ ସହ ଗୋଟିଏ ବୋଲେରୋ ଭ୍ୟାନ୍, ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ । ଏଥିସହ ୬ ଜଣ ଗଞ୍ଜେଇ ମାଫିଆକୁ ଗିରଫ…

ରଙ୍ଗ ନୁହେଁ କାଦୁଅ ହୋଲିରେ ମସଗୁଲ୍ ହେଲେ ଛାତ୍ରଛାତ୍ରୀ….

ରାଉରକେଲା: ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ରଙ୍ଗର ପର୍ବ ହୋଲିରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର, ରଙ୍ଗ ଏବଂ ଫୁଲ ହୋଲି ତାଳେ ତାଳେ ଚାରିଆଡ଼େ ଏବେ ଉତ୍ସବ ମାହୋଲ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି…

୨୦୨୬ରେ ଅନ୍ତ ହେବ ବିଶ୍ୱ, ଭୟଭୀତ କରୁଛି ପଦାର୍ଥବିଜ୍ଞାନୀଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ପ୍ରସିଦ୍ଧ ପଦାର୍ଥବିଜ୍ଞାନୀ ହେଞ୍ଜ ୱନ୍ ଫୋର୍ଷ୍ଟରଙ୍କ ଅନୁସାରେ, ୨୦୨୬ ମାନବଜାତି ପାଇଁ ଏକ ବହୁତ ଖରାପ ବର୍ଷ ହୋଇପାରେ। ସେହି ବର୍ଷ ନଭେମ୍ବର ୧୩ ତାରିଖରେ ବିଶ୍ୱର ଅନ୍ତ ହୋଇପାରେ। ଫୋଷ୍ଟର ବିଶ୍ୱାସ କରନ୍ତି ଯେ ବିଶ୍ୱର ଦ୍ରୁତ ବର୍ଦ୍ଧିତ ଜନସଂଖ୍ୟା, ଖାଦ୍ୟ ସୁରକ୍ଷା,…

ବ୍ରେକଅପ୍ ଗୁଜବ ମଧ୍ୟରେ ଏକାଠି ନଜର ଆସିଲେ ତମନ୍ନା- ବିଜୟ 

ମୁମ୍ବାଇ: ବ୍ରେକଅପ୍ ଗୁଜବ ମଧ୍ୟରେ ହୋଲି ସେଲିବ୍ରେସନରେ ଏକାଠି ନଜର ଆସିଲେ ତମନ୍ନା- ବିଜୟ। ଏହି କିଛି ଦିନ ହେବ ବିଜୟ ବର୍ମା ଏବଂ ତମନ୍ନା ଭାଟିଆଙ୍କ ବ୍ରେକଅପ୍ ଗୁଜବ ସାମ୍ନାକୁ ଆସୁଥିବା ବେଳେ ହୋଲି ପାଳନ କରିବାକୁ ମୁମ୍ବାଇର ରବିନା ଟଣ୍ଡନଙ୍କ ଘରେ ପହଞ୍ଚିଥିବାର ନଜର ଆସିଛନ୍ତି ଏହି…

କାହିଁକି ରଙ୍ଗର ପର୍ବ ହୋଲି? କ’ଣ ରହିଛି ଏହାର ବୈଜ୍ଞାନିକ କାରଣ…..

ଭୁବନେଶ୍ଵର: ଆଜି ସାରା ଦେଶରେ ଉଡୁଛି ଫଗୁ। ରଙ୍ଗର, ଭାଇଚାରାର ପର୍ବ ପାଳୁଛି ପୁରା ଦେଶ। କୁହାଯାଏ ଏହି ସମୟରେ ରାଧାଗୋବିନ୍ଦଙ୍କ ପ୍ରତି ମୂର୍ତ୍ତି ଏକାସାଙ୍ଗରେ ଭ୍ରମଣ କରନ୍ତି। ଆଜି ବି ରାଧା କୃଷ୍ଣଙ୍କ ହୋଲି ଖେଳର କାହାଣୀ ସଭିଙ୍କୁ ରୋମାଞ୍ଚିତ କରିଥାଏ। ହେଲେ କ'ଣ ଆପଣ ଜାଣନ୍ତି କାହିଁକି…

ହୋଲିରେ ହିଂସାକାଣ୍ଡ: ଦୁଇ ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ, ପୋଲିସ ଫୋର୍ସ ମୁତୟନ

ରାଞ୍ଚି: ହୋଲିରେ ହିଂସାକାଣ୍ଡ। ଦୁଇ ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ। ଦୋକାନରେ ନିଆଁ ଲଗାଇଦେଲେ ଅସାମାଜିକ। ଜଳିଲା ଦୋକାନ ଏବଂ ଗାଡ଼ି ମୋଟର। ଏହି ଘଟଣାରେ ଆହତ ହୋଇଛନ୍ତି ଅନେକ। ଶୁକ୍ରବାର ରାତିରେ ଝାଡ଼ଖଣ୍ଡର ଗିରିଡିହିରେ ଏଭଳି ଲଙ୍କାକାଣ୍ଡ ଘଟିଛି। କିଛି ଅସାମାଜିକ ତତ୍ତ୍ଵ ଏଭଳି…

ଫେରିବେ ସୁନୀତା: ଆଇଏସଏସ ଗଲା କ୍ରୁ-୧୦ ମିଶନ 

ନୂଆଦିଲ୍ଲୀ: ଅପେକ୍ଷାର ଘଟିଲା ଅନ୍ତ। ଶେଷରେ ବହୁ ପ୍ରତୀକ୍ଷା ପରେ ଘର ବାହୁଡ଼ିବେ ସୁନୀତା। ଶୁକ୍ରବାର ନାସା ଏବଂ ଏଲୋନ ମସ୍କଙ୍କ ସ୍ପେସଏକ୍ସ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) କୁ ଏକ ନୂଆ ଦଳ ପଠାଇଛି। ଯାହା ନଅ ମାସ ଧରି ଫସି ରହିଥିବା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍…

ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ହେମା ମାଳିନୀ 

ଭୁବନେଶ୍ୱର: ଅଭିନେତ୍ରୀରୁ ରାଜନେତା ପାଲଟିଥିବା ହେମା ମାଳିନୀ ଶନିବାର ହୋଲି ଅବସରରେ ପୁରୀ ଯାଇ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ପୁରୀରେ ହୋଲି ପାଳନ କରି ନିଜକୁ ଧନ୍ୟ ମନେ କରୁଛି। ସୁବ୍ୟବସ୍ଥା ପାଇଁ ମୁଁ ଓଡ଼ିଶା…

ସୁନା ଚୋରା ଚାଲାଣ ମାମଲାରେ ଜାମିନ ଆବେଦନକୁ ଖାରଜ କଲେ କୋର୍ଟ, ଜେଲରେ ରହିବେ ରାନ୍ୟା ରାଓ

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଯିବାକୁ ପଡିବ ଜେଲ। ଶୁକ୍ରବାର (ମାର୍ଚ୍ଚ ୧୪, ୨୦୨୫) ଦିନ, ଅର୍ଥନୈତିକ ଅପରାଧ ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ୩୪ ବର୍ଷୀୟ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ…

ଭାରତୀୟ ସିନେମାରେ ହୋଲିର ଛାପ… 

ନୂଆଦିଲ୍ଲୀ: ଆଜି ରଙ୍ଗର ପର୍ବ ହୋଲି। ଗାଁ ଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଉଛନ୍ତି ସମସ୍ତେ। ଛୋଟଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ସମସ୍ତଙ୍କୁ ରଙ୍ଗବୋଳି ହୋଲିରେ ଶୁଭେଚ୍ଛା ଜଣାଉଛନ୍ତି। ହୋଲିକୁ ନେଇ ତିଆରି ବହୁ ଗୀତ ଭାରତୀୟ…