ନୀଳ ନୁହେଁ ଅତୀତରେ ସବୁଜ ରଙ୍ଗର ଥିଲା ମହାସାଗର!
ନୂଆଦିଲ୍ଲୀ: ଆମ ପୃଥିବୀର ପ୍ରାୟ ତିନି-ଚତୁର୍ଥାଂଶ ପାଣିରେ ଆଚ୍ଛାଦିତ, ତେଣୁ ଏହା ମହାକାଶରୁ ନୀଳ ଦେଖାଯାଏ। କିନ୍ତୁ ସମ୍ପ୍ରତି, 'ନେଚର' ନାମକ ଏକ ବିଜ୍ଞାନ ପତ୍ରିକାରେ ପ୍ରକାଶିତ ଜାପାନୀ ବୈଜ୍ଞାନିକଙ୍କ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ବହୁ ପୂର୍ବରୁ ଆମର ସମୁଦ୍ର ସବୁଜ ରଙ୍ଗର ଥିଲା।…