ଏଣିକି ସାଧାରଣ ଲୋକଙ୍କ ସହ ଆଉ ହେବନି ଅନଲାଇନ୍ ଠକେଇ, ଟ୍ରାଇ କରିଛି ଏପରି ପ୍ରସ୍ତୁତି
ନୂଆଦିଲ୍ଲୀ: ଆଜି ସାଧାରଣ ଲୋକଙ୍କ ପାଇଁ ସବୁଠାରୁ ବଡ଼ ଟେନସନ୍ ହେଉଛି ଅନଲାଇନ୍ ଠକେଇ ବା ସାଇବର କ୍ରାଇମ। ଆମର ସୁବିଧା ପାଇଁ, ପେମେଣ୍ଟ ଠାରୁ ଆରମ୍ଭ କରି ଟ୍ରେନ୍ ଟିକେଟ୍ ବୁକିଂ ପର୍ଯ୍ୟନ୍ତ ସବୁକିଛି ଅନଲାଇନ୍ରେ କରୁ। ଏହି ଅନଲାଇନ ସିଷ୍ଟମ ଯେତେ ସୁବିଧା ସେତେ ବିପଦ ମଧ୍ୟ। କାରଣ ଏହି…