ଆମ୍ବୁଲାନ୍ସର ଝଟକା ବିଧବା ମହିଳାଙ୍କୁ କରିଦେଲା ସଧବା
କୋହ୍ଲାପୁର: ଅନେକ ବିଚିିତ୍ର ଘଟଣା ଏହି ଦୁନିଆରେ ଘଟିଥାଏ । ବିଜ୍ଞାନ ଉପରେ ସମ୍ପୂର୍ଣ୍ଣ ଭରୋଷା କରୁଥିଲେ ମଧ୍ୟ ଏ ଭଳି କିଛି ଘଟଣା ଘଟିଯାଏ ଯାହା ସ୍ୱତଃ ମନରେ ଭଗବାନଙ୍କ ପ୍ରତି ବିଶ୍ୱାସ ବଢ଼ାଇ ଦେଇଥାଏ । ଏ ଭଳି ଏକ ଘଟଣା ମହାରାଷ୍ଟ୍ରର କୋହ୍ଲାପୁରରେ ଘଟିଛି । ଏଠାରେ ୬୫ ବର୍ଷୀୟ…