ଭାଙ୍ଗି ପଡିଲେଣି ସୁନୀତା: କହିଲେ, ‘ସବୁଠୁ କଷ୍ଟ ହେଉଛି ପରିବାର ଠାରୁ ଦୂରରେ ରହିବା’
ନୂଆଦିଲ୍ଲୀ: ୮ ଦିନ ପାଇଁ ଯାଇ ୯ ମାସ ହେଲାଣି ମହାକାଶରେ ଜୀବନ ବିତାଉଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲୟମ୍ସ ଏବଂ ତାଙ୍କ ସାଥି ବୁଚ୍ ଓ୍ବିଲମୋର । କୁହାଯାଉଥିଲା ଫେବୃଆରୀ ଶେଷକୁ ସେମାନେ ପୃଥିବୀ ଫେରିବେ । ହେଲେ ଏବେ ଖବର ସାମ୍ନାକୁ ଆସିଛି, ଏପ୍ରିଲ୍…