କ୍ଷୀର, ଦହି ଓ ବିଦ୍ୟୁତ୍ ପରେ ବେଙ୍ଗାଲୁରୁରେ ବୃଦ୍ଧି ହେଲା ପାଣିର ମୂଲ୍ୟ
ବେଙ୍ଗାଲୁରୁ: କ୍ଷୀର-ଦହି, ବିଦ୍ୟୁତ୍ ପରେ ଏବେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ପାଣିର ମୂଲ୍ୟ ବୃଦ୍ଧି କରିଛନ୍ତି ସରକାର । ଏହା ପୂର୍ବରୁ ପାଣିର ଦର ବୃଦ୍ଧି ନେଇ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସଙ୍କେତ ଦେଇଥିଲେ । ନୂତନ ଜଳ ଦର ୧୦ ଏପ୍ରିଲରୁ ଲାଗୁ ହୋଇଛି ଏବଂ ମେ ମାସରେ ଆସୁଥିବା…