ସାବଧାନ! ଆଧାରକାର୍ଡ ମାଧ୍ୟମରେ ହୋଇପାରେ ଆପଣଙ୍କ ଆକାଉଣ୍ଟ ଖାଲି, ଏପରି କରୁନ୍ତୁ ଲକ୍…
ନୂଆଦିଲ୍ଲୀ: ଆଧାର କାର୍ଡ ମାଧ୍ୟମରେ ଅନଲାଇନ୍ ଠକେଇ ମାମଲା ବୃଦ୍ଧି ପାଉଛି । ଯଦି ଆପଣ ନକଲି OLX ନମ୍ବର କିମ୍ବା ନକଲି କଷ୍ଟମର କେୟାରରୁ ମାଗଣା ରିଚାର୍ଜ, କ୍ୟାସବ୍ୟାକ୍, କ୍ରେଡିଟ୍ କାର୍ଡ ଅଫର ସମ୍ପର୍କରେ କୌଣସି କଲ୍ କିମ୍ବା ମେସେଜ୍ ପାଆନ୍ତି, ତେବେ ସତର୍କ ରୁହନ୍ତୁ । ଋଣ ଛାଡ, ନକଲି…