ଘରର ଏହି କୋଣରେ ଶୌଚାଳୟ କରନ୍ତୁ..
ଭୁବନେଶ୍ବର: ବାସ୍ତୁ ଅନୁସାରେ ଘରେ ଶୌଚାଳୟ ସଠିକ୍ କୋଣରେ ନକଲେ ଘରେ ସବୁ ସମସ୍ୟା ଦେଖାଯାଇଥାଏ । ଘରର ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ କୋଣରେ ଶୌଚାଳୟ କରିବା ଶୁଭ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଏ ।
- ବାସ୍ତୁ ଅନୁସାରେ ଶୌଚାଳୟକୁ ରୋଷେଇ ଘରର ସମ୍ମୁଖରେ କରନ୍ତୁ ନାହିଁ । ଘରେ ଅଭାବ…