କାହିଁକି ପାଳନ କରାଯାଏ ଜାତୀୟ ଗଣିତ ଦିବସ ?
ନୂଆଦିଲ୍ଲୀ: ଆମ ଦେଶରେ ପ୍ରତିଦିନ ଘଟେ କିଛି ବିଶେଷ ଘଟଣା । ସେହିପରି ପ୍ରତିବର୍ଷ ୨୨ ଡିସେମ୍ବରରେ ଦେଶ ପାଳିଥାଏ ଜାତୀୟ ଗଣିତ ଦିବସ। ମହାନ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ, ଏହି ଦିନ ପାଳନ କରାଯାଏ। ୨୦୧୨ ମସିହାରେ ମସିହାରେ ପ୍ରଥମେ…