ପୂନର୍ବାର ଭାରତର ବ୍ୟାଟିଂ ବିପର୍ଯ୍ୟୟ, କୋହଲି ବିଫଳ
ସିଡନୀ: ଏଠାରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ କ୍ରିକେଟ ଟେଷ୍ଟରେ ପୂନର୍ବାର ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତର ପ୍ରଥମ ଇନିଂସ ସ୍କୋର ୧୮୫ ରନ ଜବାବରେ ଅଷ୍ଟ୍ରେଲିଆ ଗୋଟିଏ ୱିକେଟ ହରାଇ ୯ ରନ ସଂଗ୍ରହ କରିଛି । ଉସମାନ…