ମହିଳା ଜୁନିୟର ଏସିଆ କପ ହକି : ଭାରତୀୟ ଦଳରେ ଓଡିଶାରୁ ୩ଜଣ
ଭୁବନେଶ୍ୱର: ଓମାନର ମସ୍କାଟରେ ଡିସେମ୍ବର ୭ରୁ ୧୫ ପର୍ଯ୍ୟନ୍ତ ମହିଳା ଜୁନିୟର ଏସିଆ କପ ହକି ଆୟୋଜିତ ହେବ । ଏଥିପାଇଁ ଜ୍ୟୋତି ସିଂଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଏହି ଦଳରେ ଓଡିଶାର ୩ଜଣ ଖେଳାଳିଙ୍କୁ ସୁଯୋଗ ମିଳିଛି । ସେମାନେ ହେଲେ ସୁନେଲିତା ଟପ୍ପୋ, ମମତା ଓରାମ ଓ ପୂଜା…