Latest Odisha News

BREAKING NEWS

ଚଳିତ ଆର୍ଥିକ ବର୍ଷରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ: ସାଢ଼େ ୩ କୋଟି ଲୋକ ପାଇବେ ସୁବିଧା

ଭୁବନେଶ୍ୱର: ସ୍ବାସ୍ଥ୍ୟ କ୍ଷେତ୍ରରେ ହେବ ବଡ ପରିବର୍ତ୍ତନ। ସମସ୍ତେ ସୁବିଧାରେ ପାଇବେ ସ୍ବାସ୍ଥ୍ୟ ସେବା। ଏନେଇ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ପ୍ରାୟ ସାଢେ ୩ କୋଟି ଲୋକ ପାଇବେ ସୁବିଧା। ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ…

ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ଦୋହଲିଲା ବିମାନ

ଚେନ୍ନାଇ: ବାତ୍ଯା ଫେଙ୍ଗଲ୍ ଯୋଗୁ ଚେନ୍ନାଇ ଏବଂ ପଣ୍ଡିଚେରୀରେ ଜନଜୀବନ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷାରେ ସମୁଦ୍ର ପାଖାପାଖି ରାସ୍ତା ମାନଙ୍କରେ ଯାତାୟାତ ଠପ ହୋଇଯାଇଥିବା ବେଳେ ଅନ୍ୟପଟେ ଚେନ୍ନାଇ ବିମାନବନ୍ଦରକୁ ଶନିବାର ବନ୍ଦ କରାଯାଇ ପ୍ରାୟ ୨୮ଟି ବିମାନକୁ ବାତିଲ କରାଯାଇଥିଲା।…

ସତ ପ୍ରେମର ପ୍ରମାଣ ଦେବାକୁ ଯାଇ ପୂର୍ବତନ ପ୍ରେମିକକୁ ଏସିଡ୍ ମାଡ଼

କୋଟା: ସତ ପ୍ରେମର ପ୍ରମାଣ ଦେବାକୁ ଯାଇ ପୂର୍ବତନ ପ୍ରେମିକ ଉପରକୁ ଏସିଡ୍ ଫିଙ୍ଗିଲେ ମହିଳା। ରାଜସ୍ଥାନର ପ୍ରତାପଗଡରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ନାର୍କୋଟିକ୍ସ ବିଭାଗର ସବ୍ ଇନ୍ସପେକ୍ଟରଙ୍କ ଉପରେ ଏସିଡ୍ ଫୋପାଡି ଆକ୍ରମଣ କରିଛନ୍ତି। ଏହି ମାମଲାରେ ପୋଲିସ ଜଣେ ଯୁବତୀ ଏବଂ…

ଆଳୁ ସଙ୍କଟ: ଉତ୍ତର ପ୍ରଦେଶରୁ ଆସୁଛି ୩୦୦ ଟ୍ରକ୍ ଆଳୁ

ଭୁବନେଶ୍ବର: ଉତ୍ତର ପ୍ରଦେଶରୁ ଆସୁଛି ୩୦୦ ଟ୍ରକ୍ ଆଳୁ। ଆସନ୍ତାକାଲି ସୁଦ୍ଧା ଆଳୁ ଟ୍ରକ ଓଡ଼ିଶାରେ ପହଞ୍ଚିବ। ଫଳରେ ରାଜ୍ୟରେ ଦେଖାଦେବନି ଆଳୁ ସଙ୍କଟ। ଆଜି ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ବଜାରରେ ଏବେ ଆଳୁ କିଲୋ…

ସଚିନଙ୍କୁ ପଛରେ ପକାଇଲେ ରୁଟ

ଲଣ୍ଡନ: ଇଂଲଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଜୋ ରୁଟ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ଚତୁର୍ଥ ଇନିଂସରେ ସର୍ବାଧିକ ରନ ସଂଗ୍ରହ କରିବାରେ ସେ ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି । ୧୫୦ତମ ଟେଷ୍ଟ…

ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ। କଂସ ଭୂମିକା ପାଇଁ ସେ ମନୋନୀତ ହୋଇଛନ୍ତି। ଉତ୍ତମ ଅଭିନୟ ଓ ଉଚ୍ଚକୋଟୀର ସଂଳାପ ପାଇଁ ସେ ଅନ୍ୟ ତିନି ଜଣଙ୍କୁ ପଛରେ ପକାଇଛନ୍ତି। ଭୁବନେଶ୍ୱର ପୂର୍ବରୁ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା…

ଏବେ ଇପିଏଫଓ ସଦସ୍ୟ ମଧ୍ୟ ପାଇବେ ଦମଦାର ରିଟର୍ଣ୍ଣ, ଇଟିଏଫ୍ କରିବ ଏଣ୍ଟ୍ରି

ନୂଆଦିଲ୍ଲୀ: ଗତ ଶୁକ୍ରବାର ଦିନ ସରକାର ପିଏଫ୍ ସହ ଜଡିତ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିର କର୍ମଚାରୀଙ୍କ ଆୟ ବୃଦ୍ଧି କରିବା ପାଇଁ ଇଟିଏଫରେ ଜମା କରିବାକୁ ଏବଂ ଅବଶିଷ୍ଟ ଅର୍ଥକୁ ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ୍ ଏବଂ ଭରତ ୨୨…

ପଶୁମାନେ ମଧ୍ୟ ମଣିଷ ପରି ବାଉଁଆ କି ?

ଆପଣ ନିଶ୍ଚିତ ଭାବରେ ଧ୍ୟାନ ଦେଇଥିବେ ଯେ ଆପଣଙ୍କ ଆଖପାଖରେ ଥିବା ଲୋକମାନେ ସେମାନଙ୍କର ଶରୀରର ଏକ ଅଙ୍ଗ ଅପେକ୍ଷା ଅନ୍ୟ ଅଙ୍ଗକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି। ବାସ୍ତବରେ, ଯେତେବେଳେ ଆମେ କିଛି କାମ କରିବାକୁ ଯିବା, ଶରୀରର ସେହି ଅଙ୍ଗଗୁଡ଼ିକ ସ୍ୱୟଂଚାଳିତ ଭାବରେ ପ୍ରଥମେ କାର୍ଯ୍ୟରେ ଆସେ।…

ଦୁନିଆର ସବୁଠାରୁ ଶକ୍ତିଶାଳୀ ଓ ମହଙ୍ଗା ପାସପୋର୍ଟ: କେଉଁ ସ୍ଥାନରେ ଅଛି ଭାରତ ?

ଆପଣ ନିଶ୍ଚିତ ଭାବରେ ପାସପୋର୍ଟ ରାଙ୍କିଙ୍ଗ୍ ଶୁଣିଥିବେ। ହେନଲି ପାସପୋର୍ଟ ଇଣ୍ଡେକ୍ସ ସାରା ବିଶ୍ୱରେ ପାସପୋର୍ଟର ମାନ୍ୟତା ପ୍ରକାଶ କରେ। ଏହି ମାନ୍ୟତାରେ କେଉଁ ଦେଶର ପାସପୋର୍ଟ କେତେ ଶକ୍ତିଶାଳୀ ତାହା କୁହାଯାଇଛି। ବର୍ତ୍ତମାନ ଭାରତୀୟ ପାସପୋର୍ଟ ହେନଲି ଇଣ୍ଡେକ୍ସରେ ୮୨ ନମ୍ବରରେ ଅଛି।…

ବିପଦରେ ମାନବତା; ୨ରୁ ୩ ଛୁଆ ଜନ୍ମ କରିବାକୁ ଅପିଲ କଲେ ଆରଏସଏସ ମୁଖ୍ଯ

ନୂଆଦିଲ୍ଲୀ: ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ଯ ମୋହନ ଭାଗବତ ନାଗପୁରରେ ଅନୁଷ୍ଠିତ ହୋଇଥିବା କଥାଲେ କୁଲ ସମ୍ମିଳନୀରେ ଭାରତର ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ଯଦି ଜନସଂଖ୍ୟା ଅଭିବୃଦ୍ଧି ହାର ୨.୧ ତଳକୁ ଯାଏ, ତେବେ ସମାଜର ପତନ ଘଟିବ ଏବଂ ଏହିପରି ଭାବେ…