ପୁଞ୍ଚ୍ ଆତଙ୍କୀ ହମଲା; ସାମ୍ନାକୁ ଆସିଲା ୩ ଆତଙ୍କବାଦୀଙ୍କ ଫଟୋ ଓ ପରିଚୟ
ନୂଆଦିଲ୍ଲୀ: ଗତ ଶନିବାର ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର ପୁଞ୍ଚରେ ଏକ ଭାରତୀୟ ବାୟୁସେନାର କାଫିଲା ଉପରେ ଆକ୍ରମଣ କରିଥିଲେ । ଏଥିରେ ବାୟୁସେନାର ଜଣେ ଯବାନ ସହିଦ ହୋଇଥିବାବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଥିଲେ । ଏହି ଆତଙ୍କବାଦୀଙ୍କ ବିରୋଧରେ ତଦନ୍ତ ଚାଲିଥିବାବେଳେ ୩ ଜଣଙ୍କ ଫଟୋ ଏବଂ…