Latest Odisha News

BREAKING NEWS

ଚମ୍ପଟ ରୋଗୀର ମୃତଦେହ ଉଦ୍ଧାର

ସୁନ୍ଦରଗଡ: ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତଦେହ ଡ୍ରେନ ପାର୍ଶ୍ୱରୁ ଉଦ୍ଧାର କରାଯାଇଛି । ଡିଡିଏମ୍ ଅଫିସ ନିକଟ ଡ୍ରେନ୍ ପାର୍ଶ୍ୱରୁ ରୋଗୀର ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ,ମୃତ ରୋଗୀ ୩ ଦିନ ଧରି କୋଇଡ଼ା ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । କାଲି ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରୁ ଚମ୍ପଟ ମାରିଥିଲେ । କିପରି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ  ।

Leave A Reply

Your email address will not be published.