Latest Odisha News

BREAKING NEWS

ବିଜେଡିରେ ଏକନାଥ ସିନ୍ଦେ !

ଭୁବନେଶ୍ବର : ଓଡିଶାରେ ହେବ କି ଅପରେସନ୍ ଲୋଟସ୍‌! ବିଜେଡି ଭାଙ୍ଗିବାକୁ ଚାଲ୍ କରୁଛି କି ବିଜେପି! ସଂଖ୍ୟା ନମିଳିଲେ ବି ମହାରାଷ୍ଟ୍ର ଭଳି ସରକାର ଗଢିବ କି ବିଜେପି ! ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ମାତ୍ର ୪ଦିନ ପୂର୍ବରୁ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଏଭଳି ବୟାନକୁ ନେଇ…

ପାଣ୍ଡିଆନ କହିଲେ ବିଜେଡିକୁ ଭାଙ୍ଗିବାକୁ ପ୍ରୟାସ ହୋଇପାରେ, ବିଜେପି ପଚାରିଲା ଏତେ ଭୟ କାହିଁକି?

ଭୁବନେଶ୍ୱର: ରାଜ୍ୟରେ ବିଜେପି ୪୦ରୁ ୫୦ ଆସନ ପାଇଁ ନିର୍ବାଚନ ଲଢ଼ୁଛି। ଏହାପରେ ମହାରାଷ୍ଟ୍ର, କର୍ଣ୍ଣାଟକରେ ଯେଉଁଭଳି ଦଳରେ ବିଦ୍ରୋହ କରି କ୍ଷମତା ହାତେଇଥିଲା ଠିକ୍ ସେହିଭଲି ଓଡ଼ିଶାରେ ବିଜେଡି ସହ କରିପାରେ। ବିଜେଡିର ନମ୍ବର ଟୁ ନେତା ଭି. କେ ପାଣ୍ଡିଆନ୍ ଏଭଳି ବୟାନ ଦେବା ପରେ ବିଜେପି…

କାହିଁକି ଜୁନ୍ ୯ରେ ନବୀନ ଷଷ୍ଠ ଥର ପାଇଁ ଶପଥ ନେବେ କହିଲେ ପାଣ୍ଡିଆନ୍?

ଭୁବନେଶ୍ୱର: ବିଜେଡି ନେତା ଭି.କେ ପାଣ୍ଡିଆନ କହିଛନ୍ତି ଯେ ବିଜେପି ରାଷ୍ଟ୍ରୀୟ ନେତାମାନେ ମଧ୍ୟ ୨୦୧୪ ଏବଂ ୨୦୧୯ରେ ପ୍ରଚାର କରିଥିଲେ ଏବଂ ନିର୍ବାଚନ ଫଳାଫଳ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିନଥିଲା। ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କୁ ଅଧିକ ବିଶ୍ୱାସ କରନ୍ତି ଏବଂ ଅତୀତରେ ସେମାନଙ୍କୁ କଡ଼ା…

୨୦ ମିନିଟ୍ ଧରି ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ: ଅନ୍ଧାରରେ ରହିଲା ଶ୍ରୀମନ୍ଦିର । ଆଜି (ବୁଧବାର) ରାତିରେ ପ୍ରାୟ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା । ହଠାତ୍ ବିଦ୍ୟୁତ୍ ଚାଲିଯିବାରୁ ଶ୍ରୀମନ୍ଦିରରେ କାମ କରିନଥିଲା ପାୱାର ବ୍ୟାକଅପ୍ ବ୍ୟବସ୍ଥା । ଫଳରେ ଅନ୍ଧକାର ମଧ୍ୟରେ ଯାତାୟତ କରିଥିଲେ ଭକ୍ତ ମାନେ ।…

ରଙ୍ଗ ଓ ରୂପକୁ ନେଇ ମନ୍ତବ୍ୟ ଦେଇ ଫସିଗଲେ ପିଟ୍ରୋଡା, କଂଗ୍ରେସର ଓଭରସିଜ ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଶେଷରେ କଂଗ୍ରେସ ନେତା ସାମ୍ ପିଟ୍ରୋଡା ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଦଳ ମଧ୍ୟ ଏହି ଇସ୍ତଫାକୁ ଗ୍ରହଣ କରିଛି। କଂଗ୍ରେସ ନେତା ଜୟରାମ ରମେଶ ଏକ୍ସରେ ସାମଙ୍କ ଇସ୍ତଫା ବାବଦରେ ସୂଚନା ଦେଇଛନ୍ତି। ପୂର୍ବରେ ଭାରତୀୟମାନେ ଚୀନ୍ ଭଳି…

ପୁଅ ଦ୍ବିତୀୟ ବିବାହ କରୁଥିବା ଜାଣି କଲର ଭିଡି ଥାନାରେ ଜିମା ଦେଲେ ବାପା

ଭଦ୍ରକ: ଗୋଟିଏରେ ମନ ବୁଝୁନଥିଲା ଯେ ଦ୍ବିତୀୟ ଥର ବିବାହ କରିବାକୁ ଯୋଜନା କରୁଥିଲେ। କିନ୍ତୁ ଏପରି ହେଉଥିବା ଜାଣି ବୃଦ୍ଧ ବାପା ପୁଅର କଲର ଭିଢି ଥାନାରେ ଆଣି ଜିମା ଦେଇଛନ୍ତି। ଭଦ୍ରକ ଜିଲ୍ଲାର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଏରତାଳ ଗ୍ରାମର…

‘ଲୋକଙ୍କ ସରକାର, ବିକାଶ ସରକାର ବିଜେପି’

ରାୟଗଡା: ଲୋକଙ୍କ ସରକାର, ବିକାଶର ସରକାର ହେଉଛି ବିଜେପି । ରାୟଗଡା ସହର ସ୍ଥିତ ଜିଆଇଏସିଆର ପଡିଆ ଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଏପରି ବକ୍ତବ୍ୟରୁ ନିଜ ଅଭିଭାଷଣର ଆରମ୍ଭ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି ଯେ, ଭାରତର ବିକାଶ ତଥା ଓଡିଶାର ବିକାଶ କେବଳ…

ଓଡିଶା ଆସିବେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଆଥଲେଟ ନୀରଜ ଚୋପ୍ରା

ଭୁବନେଶ୍ୱର: ମେ ୧୨ରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ୨୭ତମ ନ୍ୟାଶନାଲ ଫେଡେରେଶନ କପ ଆଥଲେଟିକ୍ସ ଚାମ୍ପିୟନଶିପ ଆୟୋଜିତ ହେବ । ଏହି ପ୍ରତିଯୋଗିତାରେ ଭାରତର ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଅଂଶଗ୍ରହଣ କରିବେ । ୨୦୨୧ ପରେ ସେ ଘରୋଇ…

ପଦ୍ମ ଧରିଲେ ବଡଚଣା ନିର୍ବାଚନମଣ୍ଡଳୀ ବିଜେଡିର ଶତାଧିକ କର୍ମୀ ଓ ନେତା

ଭୁବନେଶ୍ୱର: ସୁଦୃଢ ହେଉଛି ରାଜ୍ୟ ବିଜେପି । ଦଳରେ ମିଶୁଛନ୍ତି ବିଭିନ୍ନ ଦଳର ନେତା ଓ କର୍ମୀ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନମଣ୍ଡଳୀ ଛତିଆ ଗ୍ରାମ ପଞ୍ଚାୟତର ପଞ୍ଚାୟତ ସମିତି ସଦସ୍ୟ ଦୀପକ ସାହୁ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ…

ଗୁଜୁରାଟରେ ଭୂ-କମ୍ପ ଝଟକା, ଲୋକେ ଭୟଭୀତ

ଅହମ୍ମଦାବାଦ: କିଛି ଦିନର ବ୍ୟବଧାନରେ ପୁଣି ଗୁଜୁରାଟରରେ ଭୂ-କମ୍ପ ଝଟକା ଅନୂଭୁତ ହୋଇଛି । ନ୍ୟାସନାଲ ସେଣ୍ଟର ସେସମୋଲୋଜି ଅନୁସାରେ ସୌରାଷ୍ଟ୍ରର ତଲାଲା ଠାରୁ ୧୨ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ଏକ ଭୂକମ୍ପ ଝଟକାରେ ଥରିଉଠିଛି ଅଞ୍ଚଳ । ଏହି ଭୂ-କମ୍ପ ଆଜି ଅପରାହ୍ନ ୩ ଟା ୧୮ ମିନିଟ୍ ରେ…