Latest Odisha News

BREAKING NEWS

ପୁଣି ଜବତ ହେଲା ବିପୁଳ ପରିମାଣର ବିଷାକ୍ତ ମସଲା, ୩ ଗିରଫ

ନୂଆଦିଲ୍ଲୀ: ଆଜିକାଲି ବଜାରରେ ଅପମିଶ୍ରିତ ମସଲାର ବ୍ୟବହାର ଅଧିକ ହେଉଥିବା ଦେଖାବାକୁ ମିଳୁଛି। ଏହି ଅପମିଶ୍ରିତ ମସଲା ଆମ ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଛି। ଏହି ମସାଲା ଆମ ଖାଦ୍ୟ ମାଧ୍ୟମରେ ଶରୀରରେ ପ୍ରବେଶ କରିବା ଦ୍ୱାରା ଅନେକ ଉପାୟରେ ସ୍ୱାସ୍ଥ୍ୟକୁ କ୍ଷତି କରନ୍ତି।…

ସମୁଦ୍ରରେ ଭାସିଯାଇ ୫ ଜଣଙ୍କ ଡାକ୍ତରୀ ଛାତ୍ରଛାତ୍ରୀଙ୍କର ମୃତ୍ୟୁ

ଚେନ୍ନାଇ: କନ୍ୟାକୁମାରୀରେ ସମୁଦ୍ରରେ ଭାସିଯାଇ ୫ ଜଣଙ୍କ ଡାକ୍ତରୀ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାମିଲନାଡୁର କନ୍ୟାକୁମାରୀର ଲେମୁର ବେଳାଭୂମି ବୁଲିବାକୁ ଆସିଥିବା ପାଞ୍ଚଜଣ ମେଡିକାଲ ଛାତ୍ର ସମୁଦ୍ରରେ ବୁଡ଼ି ଯାଇଥିଲେ । ବର୍ତ୍ତମାନ ସମୁଦ୍ର ଅଶାନ୍ତ ଥିବାରୁ…

ଘରୁ ଗଦା ଗଦା ନୋଟ୍ ବାହାରିବା ମାମଲା, ମନ୍ତ୍ରୀଙ୍କ ଓଏସଡି ଓ ଘରୋଇ ସହାୟକ ଗିରଫ

ରାଞ୍ଚି: ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବଙ୍କ ସହଯୋଗୀଙ୍କ ଘରେ ବଡ ଧରଣର ରେଡ୍ କରିଛି ଇଡି। ଚଢ଼ାଉ ପରେ ଓଏସଡି ସଞ୍ଜୀବ ଲାଲ ଏବଂ ତାଙ୍କ ଘରୋଇ ସହାୟକ ଜାହାଙ୍ଗୀର ଆଲାମଙ୍କୁ ଗିରଫ କରାଯାଇଛି। ସୋମବାର ସକାଳୁ ରାତି ପର୍ୟ୍ୟନ୍ତ ଚାଲିଥିବା ସର୍ଚ୍ଚ…

ଆଜିଠୁ ବର୍ଷା: ବଜ୍ରପାତ ଓ ଝଡ଼ ତୋଫାନ ନେଇ ୬ ଜିଲ୍ଲାକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ଆଣିଛି କାଳବୈଶାଖୀ। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲାରେ ପାଗରେ ପରିବର୍ତ୍ତନ ଆସିଛି। କାଳବୈଶାଖୀ ବର୍ଷା କାରଣରୁ ପ୍ରଚଣ୍ଡ ତାତିରୁ ଆଶ୍ୱସ୍ତି ମିଳିଛି। ୯ ତାରିଖ ଯାଏ ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରା ଆହୁରି କମ…

ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୬ ଲୋକସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଭୋଟ୍ ଗ୍ରହଣ ହେବ । ଏହା ଅଧୀନରେ ଥିବା ସମସ୍ତ ୪୨ଟି…

ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ଅହମ୍ମଦାବାଦରେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆରମ୍ଭ ହେଲା ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ। ୧୦ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୩ଟି ଲୋକସଭା ଆସନରେ ଆଜି ଭୋଟ ଗ୍ରହଣ ହେଉଛି। ମତାଧିକାର ମାଧ୍ୟମରେ ୧୩ଶହ ୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୭ କୋଟିରୁ ଅଧିକ ଭୋଟର୍ । ଏଥିପାଇଁ ୧ଲକ୍ଷ…

ମେ ୧୫ରୁ ସିୟୁଇଟି ୟୁଜି ପରୀକ୍ଷା, ୬୩ଟି ପେପର ପାଇଁ ହେବ ଏକ୍ସଜାମ୍

ଭୁବନେଶ୍ୱର: ମେ ୧୫ରୁ ଆରମ୍ଭ ହେବ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି-ୟୁଜି)। ମେ ୧୫ରୁ ସିୟୁଇଟି ୟୁଜି ପରୀକ୍ଷା ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ସମ୍ପୂର୍ଣ୍ଣ ପରୀକ୍ଷାସୂଚୀ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପ୍ରକାଶ ପାଇଛି। ୬୩ଟି ପେପର ପାଇଁ ହେବ…

୧୦ ରେ ପବିତ୍ର ଅକ୍ଷୟ ତୃତୀୟା, ଆରମ୍ଭ ହେଲା ‘ରଥଖଳା’ ପ୍ରସ୍ତୁତି

ପୁରୀ: ଆସନ୍ତା ଜୁଲାଇ ୭ରେ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ରଥ ନିର୍ମାଣ କାମ । ଚଳଚଞ୍ଚଳ ହେବ ରଥଖଳା । ଚଳିତ ମାସ…

ନୀଳାଚଳ ସାରସ୍ୱତ ସଙ୍ଘର ୭୪ତମ ଭକ୍ତ ସମ୍ମିଳନୀ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ପରମହଂସ ସଦଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରତିଷ୍ଠିତ ପୁରୀସ୍ଥିତ ନୀଳାଚଳ ସାରସ୍ୱତ ସଙ୍ଘ ଦ୍ୱାରା ଅନୁଷ୍ଠିତ ହେଉଥିବା ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀର ୭୪ତମ ଅଧିବେଶନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ।…

ବିନା ଶୋଭାଯାତ୍ରାରେ ପ୍ରାର୍ଥୀ ପତ୍ର ଦାଖଲ କଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ଜୟ ନାରାୟଣ ପଟ୍ଟନାୟକ

ପୁରୀ: ବିନା ଶୋଭାଯାତ୍ରାରେ ପ୍ରାର୍ଥୀ ପତ୍ର ଦାଖଲ କଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ଜୟ ନାରାୟଣ ପଟ୍ଟନାୟକ। ପ୍ରାର୍ଥୀ ପତ୍ର ଦାଖଲ ପାଇଁ ପ୍ରାୟ ସବୁ ଦଳର ବଡ ବଡ଼ ଶୋଭାଯାତ୍ରା ଦେଖିବାକୁ ମିଳୁଥିବା ବେଳେ ଆଜି ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀଙ୍କୁ ନିଜର ହାତ ଗଣତି ଦୁଇ ଚାରିଜଣ…