Latest Odisha News

୪୪ ଛୁଇଁଲା ଦିନର ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି । ଦିନ ସାଢ଼େ ୨ଟା ସୁଦ୍ଧା ପାରଦ ୪୪ ଛୁଇଁଲା । ୪୪ ଡିଗ୍ରୀ ସହ ଝାରସୁଗୁଡ଼ା ପାଲଟିଛି ସବୁଠୁ ଉତ୍ତପ୍ତ ସହର  । ସେହି କ୍ରମରେ କେନ୍ଦୁଝରରେ ତାତି ୪୩ ଡିଗ୍ରୀ ଥିବା ବେଳେ , ସମ୍ବଲପୁର ୪୨.୭ ଡିଗ୍ରୀ, ରାଉରକେଲା ୪୨.୨ ଡିଗ୍ରୀ, ହୀରାକୁଦ ୪୧.୮…

ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନାଁରେ ନିର୍ବାଚନ କମିସନରଙ୍କ ଆଗରେ ଫେରାଦ ହେଲା ବିଜେଡି

ଭୁବନେଶ୍ଵର: ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ନିର୍ବାଚନ ଆଚରଣ ଵିଧି ଉଲଂଘନ ଅଭିଯୋଗ ଆଣିଲା ବିଜେଡି । ଏ ନେଇ ଇ-ମେଲ ଜରିଆରେ ଜାତୀୟ ନିର୍ବାଚନ କମିସନରଙ୍କୁ ଅବଗତ କରିଛି ବିଜୁ ଜନତା ଦଳ । ଯାହାର ନକଲ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିଛି…

ଜେପି ନଡ୍ଡାଙ୍କ ବିରୋଧରେ କଂଗ୍ରେସର ଅଭିଯୋଗ, ପଛୁଆ ବର୍ଗର ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ବିଜେପି

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟ ଏବଂ ରାଜ୍ୟ ୟୁନିଟ୍ ମୁଖ୍ୟ ବିଇ ବିଜୟେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରିଛି। ଅନୁସୂଚିତ ଜାତି (ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି) ସମ୍ପ୍ରଦାୟର…

ସଙ୍ଗୀତ ପ୍ରେମୀଙ୍କ ପାଇଁ ୟୁଟ୍ୟୁବ୍ ଲଞ୍ଚ କଲା ‘ହମ୍ ଟୁ ସର୍ଚ୍ଚ’ ଫିଚର, ଗୁଣୁଗୁଣୁ ଗୀତ ଗାଇ କରିପାରିବେ…

ନୂଆଦିଲ୍ଲୀ: ଯଦି ଆମେ ଏକ ଗୀତର ଲିରିକ୍ସ ଭୁଲିଯାଉ, ତେବେ ଆମେ ଏହାକୁ ଖୋଜିବା ପାଇଁ ଆମେ ବହୁତ ମନେ ପକେଇବାକୁ ଚେଷ୍ଟା କରୁ, କିନ୍ତୁ ସମାନ ସମୟରେ ଗୀତଟି ମନେ ପଡ଼େ ନାହିଁ ଏବଂ ଏହାକୁ ଆମେ ଖୋଜିବାରେ ଅସମର୍ଥ। ଏପରି ପରିସ୍ଥିତିରେ, ଯଦିଓ ଆପଣ ଗୀତର ମଧ୍ୟମ ଧାଡି ମନେ ରଖିଛନ୍ତି, ଆପଣ…

ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ମିଛ କୁହନ୍ତି: ବିଜେଡି

ଭୁବନେଶ୍ଵର: ଗତ କିଛି ଦିନରୁ ଓଡିଶା ବିଜେପି ନେତାଙ୍କ ସଂସ୍କୃତି, ସଭ୍ୟତା ସ୍ୱାଭିମାନ ନେଇ ବକ୍ତବ୍ୟ ଦେଉଛନ୍ତି । ହେଲେ ସେମାନଙ୍କ ଅସଲ ଚେହେରା ଧରା ପଡିଯାଇଛି । ଯାହା ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରେସମିଟରୁ ସ୍ପଷ୍ଟ ଜଣାପଡୁଛି । ଶ୍ରୀମନ୍ଦିର ପରିକ୍ରମା…

ନିଜ ଦଳର ନେତାଙ୍କୁ ଗୁଣ୍ଡା କହିଲେ କଙ୍ଗନା, ଭିଡିଓ ଭାଇରାଲ

ମଣ୍ଡି: ନିଜର କଥା କହିବା ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡ ନାୟିକା କଙ୍ଗନା ରାଣାଓ୍ବତ । ରାଜନୀତିକୁ ଆସିବା ପୂର୍ବରୁ ମଧ୍ୟ ସେ ରାଜନୈତିକ ପ୍ରସଙ୍ଗକୁ ନେଇ ନିଜର ବୟାନ ବାଜି କରିଆସିଛନ୍ତି । ଏବେ ବିଜେପି ତାଙ୍କୁ ହିମାଚଳ ପ୍ରଦେଶ ମଣ୍ଡିରୁ ଲୋକସଭା ଆସନ ପାଇଁ ଟିକେଟ…

ବିଜେଡିର ମିଶ୍ରଣ ପର୍ବ, ଶଙ୍ଖ ଧରିଲେ କଂଗ୍ରେସର ୨ ନେତା

ଭୁବନେଶ୍ଵର: କଂଗ୍ରେସ ଛାଡି ବିଜେଡିରେ ମିଶିଲେ କେନ୍ଦୁଝର ସଂସଦୀୟ କ୍ଷେତ୍ରର ୨ ନେତା । କେନ୍ଦୁଝର ସଂସଦୀୟ କ୍ଷେତ୍ରର ମୋହନ ହେମ୍ବ୍ରମ, କୈଳାସ ମହନ୍ତ ବିଜେଡିରେ ଯୋଗ ଦେଇଛନ୍ତି । ମୋହନ ହେମ୍ବ୍ରମ ୨୦୧୯ କଂଗ୍ରେସରୁ କେନ୍ଦୁଝର ସାଂସଦ ପ୍ରାର୍ଥୀ ଥିଲେ । କୁଡୁମୀ ସେନା ଜିଲ୍ଲା ସଭାପତି…

ଛିଣ୍ଡୁନି ଅଙ୍କ: ୫ ସ୍ଥାନର ପାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ଵର: ଛିଣ୍ଡୁନି କଂଗ୍ରେସର ପାର୍ଥୀ ଚୟନ ଅଙ୍କ । ଥର କୁ ଥର ପାର୍ଥୀ ବଦଳାଉଛି କଂଗ୍ରେସ । ବର୍ତ୍ତମାନ ୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । ଜଳେଶ୍ଵର, ବରୀ, ଆଠମଲ୍ଲିକ, ଆଠଗଡ ଏବଂ ପୁରୀରେ ପ୍ରାର୍ଥୀ ବଦଳିଛି କଂଗ୍ରେସ । ଜଳେଶ୍ଵରରେ ସୁଦର୍ଶନ ଦାସଙ୍କୁ କଂଗ୍ରେସ…

ବିକଶିତ ଭାରତ ପାଇଁ ବିଶ୍ଵବନ୍ଧୁ ହେବା ଜରୁରୀ: ଜୟଶଙ୍କର

କଟକ: ଦୁଇ ଦିନିଆ ଓଡିଶା ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଓଡିଶାରେ ଆଜି ତାଙ୍କର ଦ୍ଵିତୀୟ ଦିନ ଥିବାବେଳେ ସେ ଆଜି କଟକ ଗସ୍ତରେ ଅଛନ୍ତି । କଟକରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ଏସ. ଜୟଶଙ୍କର । ଏହି ପରିପ୍ରେକ୍ଷୀରେ ଏସ. ଜୟଶଙ୍କର କହିଛନ୍ତି…

ବ୍ରାଜିଲରେ ତାଣ୍ଡବ ରଚୁଛି ପ୍ରକୃତି

ନୂଆଦିଲ୍ଲୀ: ବ୍ରାଜିଲରେ ତାଣ୍ଡବ ରଚୁଛି ପ୍ରକୃତି। ପ୍ରବଳ ବର୍ଷା ଯୋଗୁ ବ୍ରାଜିଲରେ ଦେଖାଯାଇଛି ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି । ଏହି ବନ୍ୟାରେ ଏପର୍ଯ୍ୟନ୍ତ ୬୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏଥିରେ  ୭୦ ଜଣ ନିଖୋଜ…