Latest Odisha News

BREAKING NEWS

୨୫ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ଵର: ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହା । ନିର୍ବାଚନୀ ରଣନୀତି ନେଇ କର୍ମକର୍ତ୍ତାଙ୍କ ସହ କରିବେ ଆଲୋଚନା । ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର । ଓଡିଶାରେ ପହଞ୍ଚି ପ୍ରଥମେ ସୋନପୁରରେ ଏକ ଜନସଭାକୁ ସମ୍ବୋଧନ କରିବେ ଶାହା । ସୋନପୁରରୁ ଫେରି…

୩ ଦିନ ସକାଳୁଆ ସ୍କୁଲ, ଏପ୍ରିଲ ୨୫ରୁ ଖରା ଛୁଟି

ଭୁବନେଶ୍ଵର: ଆସନ୍ତା ଏପ୍ରିଲ ୨୫ରୁ ରାଜ୍ୟର ସବୁ ସ୍କୁଲ ଛୁଟି । ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ପଦକ୍ଷେପ ନିଆଯାଇଛି । ଏପ୍ରିଲ ୨୫ରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେପଟେ ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ…

ବଢିଲା ୟୁଟ୍ୟୁବର ମୋନାଲିସା ଭଦ୍ରାଙ୍କ ଅଡୁଆ, ବନ୍ୟଜନ୍ତୁଙ୍କ ଭିଡିଓ ମାମଲାକୁ ଘାଣ୍ଟିବ ଇଡି

ଯାଜପୁର: ବଢିଲା ୟୁଟ୍ୟୁବର ମୋନାଲିସା ଭଦ୍ରାଙ୍କ ଅଡୁଆ । ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଭିଡିଓ ଛାଡିବା ମାମଲାର ଖୋଳତାଡ କରିବ ଇଡି । ପୁର୍ବରୁ ବନ୍ୟଜନ୍ତୁଙ୍କ ସହ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଓ ଘରେ ବନ୍ୟଜନ୍ତୁଙ୍କୁ ପୋଷିବା ଘଟଣାରେ ଉଭୟ ମୋନାଲିସା ଓ ତାଙ୍କ ସ୍ୱାମୀ…

ନିର୍ବାଚନ ଡ୍ୟୁଟିରେ ସିଆରଏଫ ଯବାନଙ୍କୁ ନେଇ ଯାଉଥିବା ବସ୍ ଓଲଟି ପଡ଼ିଲା

ରାୟପୁର: ଛତିଶଗଡ଼ର ବସ୍ତର ଜିଲ୍ଲାରେ ଏକ ବସ୍ ଓଲଟି ପଡ଼ିବାରୁ ୧୦ ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ପୁଲିସ କହିଛି ଯେ ରବିବାର ବସଟି ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ନେଇ ଯାଉଥିବା ବେଳେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗିଦାମ ଥାନା ଅନ୍ତର୍ଗତ…

ରୋଷେଇ ଏବଂ ଘରୋଇ ବ୍ୟବହୃତ ସାମଗ୍ରୀରେ ରହିଛି କ୍ୟାନସର କାରକ!

ନୂଆଦିଲ୍ଲୀ: କର୍କଟ ଏକ ସାଧାରଣ ରୋଗ ହୋଇଗଲାଣି। ବିଶ୍ୱସ୍ତରରେ ଏହି ମାରାତ୍ମକ ରୋଗର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଜୀବନଶୈଳୀର କାରଣ ଯେପରିକି ଖାଦ୍ୟ, ନିଷ୍କ୍ରିୟତା ଏବଂ ପ୍ରଦୂଷିତ ପରିବେଶର ସଂସ୍ପର୍ଶରେ ଆସିବା କର୍କଟ ରୋଗର ପ୍ରାଥମିକ କାରଣ ଅଟେ। ଜାତୀୟ ଗଣମାଧ୍ୟମ…

ପଇସା ପାଇଁ ପୁତୁରାକୁ ହତ୍ୟା କଲା କାକା! ସପ୍ତାହକ ପରେ ଅଭିଯୁକ୍ତ ଗିରଫ

ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଗ୍ରାମର ଜଣେ ନିଖୋଜ ୧୫ ବର୍ଷୀୟ ବାଳକକୁ ଅପହରଣ ଓ ହତ୍ୟା ଅଭିଯୋଗରେ ଟିଟିଲାଗଡ଼ ପୁଲିସ ସମ୍ପର୍କୀୟ କାକା ରୋହନ ବାଗକୁ ଗିରଫ କରିଛି। ସେ ପୁତୁରାକୁ ଅପହରଣ କରିବା ପରେ ଏକ ବେନାମୀ ଚିଠି ଲେଖି ପରିବାର ଠାରୁ ୨.୩ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲା।…

ଏପରି ଗାଁ, ଯେଉଁଠି ସ୍ଵାଧିନତାର ୭୬ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଲୋକେ ଦେଇନାହାଁନ୍ତି ଭୋଟ

ରାୟପୁର: ଆମ ଦେଶ ସ୍ୱାଧୀନ ହେବାର ଇତି ମଧ୍ୟରେ ୭୬ ବର୍ଷ ବିତିଗଲାଣି । ଏଥିସହ ଆମେ ୧୮ତମ ଲୋକସଭା ନିର୍ବାଚନ ପାଳନ କରୁଛୁ । ତେବେ କ’ଣ ଆପଣ ଜାଣନ୍ତି କି ଆମ ଦେଶରେ ଏପରି ଏକ ଗାଁ ଅଛି ଯେଉଁଠାରେ ସ୍ଵାଧିନତାର ଗତ ୭୬ ବର୍ଷ ମଧ୍ୟରେ ଥରେ ହେଲେବି ଭୋଟ ଦେଇନାହାଁନ୍ତି । ତେବେ ୨୦୨୪ ଲୋକସଭା…

ସମୁଦ୍ରରେ ଖସିପଡ଼ିଲା ଦୁଇଟି ନୗେସେନା ବିମାନ

ନୂଆଦିଲ୍ଲୀ: ଜାପାନର ଦୁଇଟି ନୗେସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟୋକିଓର ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ବଡ଼ ଦୁର୍ଘଟଣା । ରବିବାର ରାତିରେ ଜାପାନର ଦୁଇଟି ନୌସେନା ବିମାନ ସମୁଦ୍ରରେ ଖସିପଡ଼ିବା ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ନିଖୋଜ ରହିଛନ୍ତି । ପ୍ରଶାନ୍ତ ମହାସାଗରରେ…

ଛୋଟା ରାଜନ ଜୀବୀତ !

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡଦ ଦାଉଦ ଇବ୍ରାହିମର ମୂଖ୍ୟ ଶତ୍ରୁ ବିବେଚନା କରାଯାଉଥିବା ଛୋଟା ରାଜନ ଜୀବୀତ ଥିବା ଖବର ହଇଚଇ ସୃଷ୍ଟି କରିଛି । ୮ ବର୍ଷ ପରେ ତିହାର ଜେଲରେ ଥିବା ଛୋଟା ରାଜନଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ସମ୍ପୂର୍ଣ୍ଣ ଫିଟ ଥିବା ଫଟୋରେ…

ବିରୋଧୀଙ୍କ ତୀବ୍ର ସମାଲୋଚନା ବେଳେ ଇଡିର ପିଠି ଥାପୁଡାଇଲେ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ: ଘରୋଇ ଟିଭି ଚ୍ୟାନେଲ ଏସିଆନେଟକୁ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି। ଯେତେବେଳେ ବିରୋଧୀ ଇଡି, ସିବିଆଇର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇ କଡା ସମାଲୋଚନା କରୁଛନ୍ତି ସେହି…