Latest Odisha News

BREAKING NEWS

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ରାୟଗଡା: ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ବାୟାଗୁଡା ଗ୍ରାମରେ ଚାଞ୍ଚଲ୍ୟ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ଉଦ୍ଧାର କରିଛି ଗୁଣୁପୁର ପୋଲିସ । ମୃତ ମହିଳା ଜଣକ ଗୁଣୁପୁରର ସନ୍ତୋସି ବାଉରୀ ବୋଲି ଜଣାପଡିଛି । ବାୟାଗୁଡା…

ଲୋକସଭା ନିର୍ବାଚନ ୨୦୨୪: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ

ରାୟପୁର: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଆଜିଠାରୁ ଆରମ୍ଭ ହୋଇଛି । ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜଣେ ପୂର୍ବତନ ରାଜ୍ୟପାଳଙ୍କ ସମେତ ୧,୬୦୦ ରୁ ଅଧିକ ପ୍ରାର୍ଥୀ ସେମାନଙ୍କର ନିର୍ବାଚନ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହାରି ଭିତରେ ମାଓ…

ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ୨୬ଟି ରଥ ଦଉଡ଼ି

ପୁରୀ: ଜୁଲାଇ ୭ ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ରଥ ଦଉଡି । ସମୁଦାୟ ୨୬ଟି ଦଉଡି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି । ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ ଦଉଡି…

ଇଡି ରେଡ୍ ପରେ ପ୍ରତିକ୍ରିୟା ରଖିଲେ ରାଜ କୁନ୍ଦ୍ରା, ପୋଷ୍ଟ ସେୟାର କରି କହିଲେ ଏପରି କିଛି…

ମୁମ୍ବାଇ: ଗୁରୁବାର ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଇଡି ପକ୍ଷରୁ ଏକ ବଡ଼ ଝଟକା ଲାଗିଛି । ମନି ଲଣ୍ଡ୍ରିଂ ମାମଲାରେ ଇଡି ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀଙ୍କ ୯୭.୭୯ କୋଟି ଟଙ୍କା ସମ୍ପତ୍ତି ଜବତ କରିଛି । ଜୁହୁରେ ତାଙ୍କର ଏକ ଫ୍ଲାଟ ମଧ୍ୟ ଅଛି ଯାହା…

ଭୋଟ ଦେଲେ ଦୁନିଆର ସବୁଠାରୁ ଛୋଟ ମହିଳା ଜ୍ୟୋତି

ମୁମ୍ବାଇ: ଦେଶରେ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ମତଦାନ ଆଜିଠୁ ଆରମ୍ଭ ହୋଇସାରିଛି । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ମତଦାନ ଜାରି ରହଛି । ମହାରାଷ୍ଟ୍ରର ପାଞ୍ଚଟି ସିଟ୍ ଉପରେ ଲୋକମାନେ ଆଜି ଉତ୍ସାହର ସହ ଭୋଟ୍ ଦେଉଛନ୍ତି । ସକାଳ ୭ ଟାରୁ…

ଏକାଠି ଅଭିନୟ କରିବେ ଶାହାରୁଖ-ସୁହାନା, ‘ଦ କିଙ୍ଗ’ରେ ନଜର ଆସିବେ ବାପ-ଝିଅ

ମୁମ୍ବାଇ: ଶାହାରୁଖ ଖାନ୍ ଓ ସୁହାନା ଖାନଙ୍କ ଫିଲ୍ମ ‘ଦ କିଙ୍ଗ’କୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଲାଗିରହିଛି । ଏହି ଫିଲ୍ମ ଜରିଆରେ ସିନେ ଦୁନିଆରେ ପ୍ରଥମ ଥର ପାଇଁ ପ୍ରବେଶ କରିଛନ୍ତି ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ୍ । ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା, ସୁହାନାଙ୍କ ପ୍ରଥମ ଫିଲ୍ମ…

ହିନ୍ଦୀ ବେଲ୍ଟରେ ରେକର୍ଡ ଦରରେ ବିକ୍ରି ହେଲା ପୁଷ୍ପା ୨, କଲ୍କୀ ୨୮୯୮ ଏଡି

ମୁମ୍ବାଇ: ଦକ୍ଷିଣ ଭାରତ ଫିଲ୍ମକୁ ଏବେ ହିନ୍ଦୀ ଭାଷାଭାଷୀ ଅଂଚଳରେ ବେଶ ପସନ୍ଦ କରାଯାଉଛି । ଦର୍ଶକଙ୍କ ଚାହିଦାକୁ ଆଖି ଆଗରେ ରଖି ଏବେ ଏଏ ଫିଲ୍ମସ ଓ ପେନ ମରୂଧର ହିନ୍ଦୀ ବେଲ୍ଟରେ ପୁଷ୍ପା ୨ ଓ କଲ୍କୀ ୨୮୯୮ ଏଡିକୁ ରେକର୍ଡ ଦରରେ କ୍ରୟ କରିଛନ୍ତି । ପୁଷ୍ପା ୨କୁ ୨୦୦ କୋଟି ଏବଂ ପ୍ରଭାସଙ୍କ…

ବିକିନି ପିନ୍ଧି ବସ୍ ରେ ଚଢିଲେ ମହିଳା, ଲୋକମାନେ ଦେଲେ ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆଗରୁ ମେଟ୍ରୋ ଆଉ ଏବେ ବସ୍ ର ଭିଡିଓ ଭାଇରାଲ ହେବାରେ ଲାଗିଛି । କୌଣସି ନା କୌଣସି ଖବର ସହ ସବୁବେଳେ ଫ୍ରଣ୍ଟ ଲାଇନ୍ ରେ ରହୁଛି ଦିଲ୍ଲୀ ଟ୍ରାନ୍ସପୋର୍ଟ ସର୍ଭିସ । ଦିଲ୍ଲୀର ଡିଟିସି ବସ୍‌ରେ ଜଣେ ମହିଳା ବିକିନି ପିନ୍ଧି ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ମହିଳାଙ୍କୁ…

ଏପ୍ରିଲ ୩୦ ରେ ନୌସେନା ମୁଖ୍ୟ ଭାବେ ଦାୟିତ୍ଵ ନେବେ ଉପ-ଆଡମିରାଲ ଦିନେଶ କୁମାର ତ୍ରିପାଠୀ

ନୂଆଦିଲ୍ଲୀ: ଉପ-ଆଡମିରାଲ ଦିନେଶ କୁମାର ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି ।କାରଣ ବର୍ତ୍ତମାନ ନାଭାଲ୍ ମୁଖ୍ୟ ଆଡମିରାଲ୍ ଆର ହରି କୁମାର ସେବାରୁ ଅବସର ନେଇଛନ୍ତି । ଦିନେଶ ତ୍ରିପାଠୀ ଏପ୍ରିଲ ୩୦ରେ ତାଙ୍କର ନୂତନ ପଦ ଗ୍ରହଣ କରିବେ।…

ଇସ୍ରାଏଲ ଆରମ୍ଭ କଲା କି ଇରାନ ଉପରେ ଆକ୍ରମଣ !

ତେହେରାନ: ଇରାନ ଓ ଇସ୍ରାଏଲ ଏବେ ମୁହାଁମୁହିଁ ହୋଇଛନ୍ତି । ଇସ୍ରାଏଲ ଉପରେ ଆକ୍ରମଣ କରି ଇରାନ ଏହି ଯୁଦ୍ଧର ବିଗୁଲ ଫୁଙ୍କି ସାରିଛି । ତେବେ ଆମେରିକାର ଏକ ପ୍ରତିଷ୍ଠିତ ମିଡିଆ ରିପୋର୍ଟ ଅନୁସାରେ ଇରାନର ଏକ ବିମାନବନ୍ଦର ଉପରେ ଇସ୍ରାଏଲ ମିସାଇଲ ଆକ୍ରମଣ କରିଛି । ତେବେ ଏହି ଖବରର ସତ୍ୟତା ଏ…