ଅଯୋଧ୍ୟା ରାମମନ୍ଦିର ଥିମ ଉପରେ ଆଧାରିତ ରଙ୍ଗୀନ ରୂପା ମୁଦ୍ରା ଜାରି କଲେ କେନ୍ଦ୍ର ସରକାର
ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପରଠାରୁ ପ୍ରତିଦିନ ମନ୍ଦିରରେ ଭକ୍ତମାନଙ୍କର ନାହିଁ ନଥିବା ଭିଡ ଲାଗିରହୁଛି । ବର୍ତ୍ତମାନ ମନ୍ଦିରରେ ପବିତ୍ର ରାମନବମୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସେପଟେ କିନ୍ତୁ ରାମ ମନ୍ଦିରର ପ୍ରସାଦ, ସରଜୁ ନଦୀର ଜଳ ପରି…