୭୧ ହଜାର ପାର କଲା ସୁନା, ୮୩ ହଜାର ଛୁଇଁଲା ରୂପା
ନୂଆଦିଲ୍ଲୀ: ଆକାଶ ଛୁଆଁ ହେଉଛି ସୁନା ଦର । ଏପ୍ରିଲ ଆରମ୍ଭରୁ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ରେଟ୍ ହୁ ହୁ ହୋଇ ବଢିଚାଲିଛି । ଜଣେ ମଧ୍ୟବିତ ପରିବାରର ଲୋକେ ଏବେ ସୁନା ଗହଣା କିଣିବା ପାଇଁ…