Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ହାତ ଛାଡ଼ିଲେ ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ: ଯେତିକି ଯେତିକି ଲୋକସଭା ନିର୍ବାଚନ ପାଖେଇ ଆସୁଛି କଂଗ୍ରେସକୁ ଗୋଟେ ପରେ ଗୋଟେ ଝଟକା ମିଳୁଛି । ବର୍ତ୍ତମାନ ଭାରତର ସବୁଠାରୁ ଧନୀ ମହିଳା ତଥା ଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ଥିବା ସାବିତ୍ରୀ ଜିନ୍ଦଲ କଂଗ୍ରେସ ଛାଡିବାକୁ ଘୋଷଣା କରିଛନ୍ତି । ସେ ଗତକାଲି କଂଗ୍ରେସର…

ଆସିଲା ‘ହୀରାମଣ୍ଡି’ ରିଲିଜ ତାରିଖ; ଏହି ଦିନ ଓଟିଟି ପ୍ଲାଟଫର୍ମରେ ହେବ ମୁକ୍ତିଲାଭ

ମୁମ୍ବାଇ: ସଞ୍ଜୟ ଲୀଲା ବଂଶାଲିଙ୍କର ବହୁ ପ୍ରତୀକ୍ଷିତ ୱେବସିରିଜ ହୀରାମଣ୍ଡିକୁ ଅପେକ୍ଷା କରିଥିବା ଦର୍ଶକଙ୍କ ପାଇଁ ଆସିଛି ଖୁସିଖବର । ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି ଏହି ୱେବସିରିଜ । ବର୍ତ୍ତମାନ ଏହି ୱେବସିରିଜର ରିଲିଜ ତାରିଖ ଘୋଷଣା କରାଯାଇଛି । ନେଟଫ୍ଲିକ୍ସରେ ଏହି ସିରିଜ ମେ ୧ରେ…

ଟିକେଟ ନମିଳିବାରୁ କୀଟନାଶକ ପିଇ ଦେଇଥିବା ସାଂସଦଙ୍କ ହୃଦଘାତରେ ମୃତ୍ୟୁ

ଚେନ୍ନାଇ: କିଛି ଦିନ ପୂର୍ବେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ତାମିଲନାଡୁ ସାଂସଦ ଏ ଗଣେଶ ମୂର୍ତ୍ତିଙ୍କର ଆଜି ସକାଳେ ହୃଦଘାତରେ ମୃତ୍ୟୁ ଘଟିଛି । କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଏ ଗଣେଶ ମୂର୍ତ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା…

ମନରେଗା ଅଧିକ କାମ କରୁଥିବା ଶ୍ରମିକଙ୍କ ପାଇଁ ସରକାରଙ୍କ ବଡ ଉପହାର, ବଢିଲା ମନରେଗା ମଜୁରୀ ହାର

ନୂଆଦିଲ୍ଲୀ: 'ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା' (MNREGA) ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ କେନ୍ଦ୍ର ସରକାରଙ୍କ ବଡ ଉପହାର । ସରକାର ମନରେଗା ମଜୁରୀ ହାରକୁ ୩ ରୁ ୧୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଏନେଇ ସରକାରଙ୍କ ତରଫରୁ ବିଜ୍ଞପ୍ତି ଜାରି…

ଲୋକସଭା ନୁହଁ, ବିଧାନସଭା ଆସନରୁ ଲଢିବାକୁ ଆଗ୍ରହୀ ଅଂଶୁମାନ

ଭୁବନେଶ୍ୱର: ଗତକାଲି (ବୁଧବାର) ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ପ୍ରଥମ ପର୍ଯ୍ୟାୟରେ ମୋଟ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ, ସେହିପରି ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ଦୁଇଟି…

ଆତ୍ମ ସମର୍ପଣ କଲେ ୟୁଟ୍ୟୁବର ମୋନାଲିସା ଭଦ୍ର

ଯାଜପୁର: ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘର ଉପରେ ବନ ବିଭାଗର ଚଢ଼ାଉ ଘଟଣା। ଯାଜପୁର ରୋଡ଼ ବନ ବିଭାଗ କାର୍ଯ୍ୟାଳୟରେ ଆତ୍ମସମର୍ପଣ କଲେ ଭଦ୍ର ଦମ୍ପତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଯାଜପୁର ରୋଡ଼ ରେଞ୍ଜର ଜୋତି ରଞ୍ଜନ ମହାପାତ୍ର । ସୂଚନା…

ମହଙ୍ଗା ପଡିଲା ଗାୟକଙ୍କୁ ନକଲି ୫୦୦ ଟଙ୍କିଆ ନୋଟ ଦେବା, ୨ ଠକଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗିର: ମହଙ୍ଗା ପଡିଲା ଗାୟକଙ୍କୁ ନକଲି ୫୦୦ ଟଙ୍କିଆ ନୋଟ ଦେବା । ବନ୍ଧା ହେଲେ ଠକ ଅଭିଯୁକ୍ତ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଭଇଷା ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା । ଗିରଫ ଅଭିଯୁକ୍ତ ମାନେ ହେଲେ ପାଟଣାଗଡ଼ ଥାନା ଭଇଷା ଗାଁର ବରୁଣ ପାନୁଆନ  ଏବଂ ଦେଓଗାଁ ଥାନା…

କବିତା : ସ୍ୱପ୍ନ

ରାଜ କିଶୋର ଦାସ ଫେରେଇ ଦେବାର କଳା ଜାଣି ହୋଇନି ବୋଲିତ ଯେତେ ନିବୁଜ କରି ଆଖି ବନ୍ଦ କଲେ ବି ଭରିଯାଏ ଆଖିରେ ଆଖିଏ ସ୍ୱପ୍ନ । ଘର କେଉଁଠି ତା’ର ଯେ ବେଧଡ଼କ ଚାଲି ଆସେ ନିଦ, ଅଧାନିଦ, ବେ ନିଦ ଦି ନିଦ ଫରକ ପଡ଼େନି। ରାତି ପାହାନ୍ତା ସକାଳ ଯେତେବେଳେ , ସେତେବେଳେ ରାଜ…

ରାମେଶ୍ଵରମ କାଫେ ବିସ୍ଫୋରଣ ଘଟଣା, ବରେଲିରେ ଏନଆଇଏ ଟିମର ଚଢାଉ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ରାମେଶ୍ଵରମ କାଫେ ବିସ୍ଫୋରଣ ଘଟଣା । ଜାରି ରହିଛି ଏନଆଇଏ ଟିମର ଅନୁସନ୍ଧାନ । ବୁଧବାର ଏନଆଇଏର ଲକ୍ଷ୍ନୌ ୟୁନିଟ୍ ଫୋର୍ସ ଧୌରାତଣ୍ଡାର ମୌଲାନାଙ୍କ ଘରେ ଚଢାଉ କରିଛି । ତେବେ ଚଢାଉ ବେଳେ ମୌଲାନା ଘରେ ନଥିଲେ । ତାଙ୍କୁ ଏକ ଧାର୍ମିକ ସ୍ଥାନରୁ ଉଠାଇ ନେଇଛି ଟିମ୍ ।…

ଆଜି ଶେଷ ହେବ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି, ଦିନ ୨ଟାରେ କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ଡ ଅବଧୀ ଆଜି ଶେଷ ହେବ । ଆଜି ଦିନ ୨ଟା ବେଳେ ତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯିବ । କୋର୍ଟରେ ହାଜର ପରେ ଅଧିକ ତଦନ୍ତ ପାଇଁ ଇଡି ତାଙ୍କୁ ଆଉ କିଛି ଦିନ ରିମାଣ୍ଡରେ…