ବାଲେଶ୍ୱରରେ ନିଶା ବେପାରୀ ଗିରଫ: ବ୍ରାଉନସୁଗାର ଜବତ
ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳରୁ ଏକ ଅପରେସନ କରି ଜଣେ ନିଶା ବେପାରୀଙ୍କୁ ଗିରଫ କରିଛି ପୋଲିସ। ସନ୍ଦିଗ୍ଧଙ୍କ ନିକଟରୁ ୨୬୦ ଗ୍ରାମବ୍ରାଉନସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ପାଖାପାଖି ୨୬ ଲକ୍ଷ ଟଙ୍କା। ଖବର ପାଇ ଜଳେଶ୍ୱର ଥାନାର ଏକ ଟିମ୍ ମାଲଗୋଦାମ ଛକରେ ଚଢ଼ାଉ କରି ନିଶା ଦ୍ରବ୍ୟ ଜବତ…