Latest Odisha News

BREAKING NEWS

ପୋଷ୍ଟାଲ ବାଲାଟ ମାଧ୍ୟମରେ ମତାଦାନ କରିପାରିବେ କାର୍ଯ୍ୟରତ ସାମ୍ବାଦିକ

ଭୁବନେଶ୍ୱର: ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଭାରତ ନିର୍ବାଚନ କମିଶନ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିବାର ଅଧିକାର ପ୍ରଦାନ କରିଛନ୍ତି । ଏହା ଦ୍ୱାରା ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ କାର୍ଯ୍ୟରତ ସାମ୍ବାଦିକମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀରୁ…

ଆଇପିଏଲ ଉଦଘାଟନୀ ଉତ୍ସବରେ ପ୍ରଦର୍ଶନ କରିବେ ଅକ୍ଷୟ, ଟାଇଗର

ମୁମ୍ବାଇ: ଭାରତରେ ଏବେ ଆଇପିଏଲ ଫିଭର ଧରିବାକୁ ଯାଉଛି । ମାର୍ଚ୍ଚ ୨୨ରୁ ଏହି େ ଲାକପ୍ରିୟ ଲିଗର ୨୦୨୪ ସଂସ୍କରଣ ଆରମ୍ଭ ହୋଇଯିବ । ଏହାର ଉଦଘାଟନୀ ଉତ୍ସବରେ ବଲିଉଡର ତଡକା ଦେଖିବାକୁ ମିଳିବ । ବଲିଉଡର ନାମୀ ଦାମୀ କଳାକାର ଏଥିରେ ପ୍ରଦର୍ଶନ କରିବେ । ଏଆର ରହେମାନଙ୍କ ସଙ୍ଗୀତରେ ଦର୍ଶକ…

ରୋଚକ ମୋଡ଼ରେ ନୂଆପଡ଼ା ରାଜନୀତି: ଦୋଛକିରେ ନେତା ଓ କର୍ମୀ

ନୂଆପଡ଼ା: ରାଜନୀତିର ଉଷ୍ମତା ଭିତରେ ନୂଆପଡ଼ା ରାଜନୀତି ଆହୁରି ରୋଚକ ମୋଡ଼ରେ ପହଞ୍ଚିଛି । ମନ୍ତ୍ରୀ ନୂଆପଡା ବିଧାନସଭା ମଣ୍ଡଳୀରୁ ତିନି ଥର ବିଧାୟକ ହୋଇ ବର୍ତ୍ତମାନ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଥିବା ରାଜେନ୍ଦ୍ର ପ୍ରସାଦ ଢୋଲକିଆ ନୂଆପଡା ଜିଲ୍ଲା ଖଡ଼ିଆଳ ବିଧାୟକ କଂଗ୍ରେସ ଛାଡିବା ଓ…

ନ ଖେଳି ବି ଟି୨୦ ର‌୍ୟାଙ୍କିଙ୍ଗର ଶୀର୍ଷରେ ସୂର୍ଯ୍ୟକୁମାର

ମୁମ୍ବାଇ: ଆଇସିସି ପକ୍ଷରୁ ବୁଧବାର ଟି୨୦ ର‌୍ୟାଙ୍କିଙ୍ଗ ଜାରୀ କରାଯାଇଛି । ପାଖାପାଖି ୩ ମାସ ହେବ ମ୍ୟାଚ ନ ଖେଳି ବି ଭାରତର ସୂର୍ଯ୍ୟକୁମାର ଯାଦବ ଶୀର୍ଷ ସ୍ଥାନ ବଜାୟ ରଖିଛି । ଗତ ବର୍ଷ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ଅବସରରେ ସୂର୍ଯ୍ୟକୁମାର ଆଘାତପ୍ରାପ୍ତ ହୋଇଥିଲେ…

ଆଇପିଏଲ: ରନରେ କୋହଲି, ବିଜୟରେ ଧୋନୀ ଶୀର୍ଷରେ

ନୂଆଦିଲ୍ଲୀ:ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୪ ସଂସ୍କରଣ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଅଧିନାୟକ ଭାବେ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଆରସିବିର ଅଧିନାୟକ ଭାବେ କୋହଲି ସର୍ବାଧିକ ରନ ସଂଗ୍ରହ କରିଥିବା ବେଳେ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର…

ପରକୀୟା ପ୍ରୀତିର କରୁଣ ପରିଣତି: ବିବାହିତାଙ୍କୁ ନେଇ ଫେରାର ବ୍ୟକ୍ତିଙ୍କୁ ପ୍ରବଳ ପିଟିଲେ ଓ ପରିସ୍ରା ପିଆଇଲେ

ଭୋପାଳ: ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ସତ ହେଲେ ସମାଜ ଆଜିବି ସ୍ୱୀକାର କରିନାହିଁ। ପରକୀୟା ପ୍ରୀତି ଭଳି ଘଟଣା ଯଦି ସାମ୍ନାକୁ ଆସେ ତେବେ ସମାଜ ନୁଷ୍ଠୁର ପାଲଟିଯାଏ। ଏପରିକି ସମାଜ ଉକ୍ତ ବ୍ୟକ୍ତିଙ୍କୁ ଯେକୌଣସି ଦଣ୍ଡ ଦେବାକୁ ପଛାଏ ନାହିଁ। ଜଣେ ବିବାହିତ…

ନିର୍ବାଚନ ଆଇନର ଅନୁପାଳନପୂର୍ବକ ନିର୍ବାଚନ କାର୍ଯ୍ୟ କରିବା ପାଇଁ କର୍ମଚାରୀଙ୍କୁ ପରାମର୍ଶ

ଭୁବନେଶ୍ୱର: ବିଭିନ୍ନ କାର୍ଯ୍ୟର ସଫଳ ସଂପାଦନା ପାଇଁ ସଂପୃକ୍ତ ବିଭାଗର ନିୟମ, ଅଧିନିୟମ ଆଦି ଜ୍ଞାନର ପରିସୀମା ବୃଦ୍ଧି ଉପରେ କୃଷି ବିଭାଗର ଗୁରୁତ୍ୱାରୋପ ଦିଆଯାଇଛି। ନିର୍ବାଚନରେ ନିୟୋଜିତ କର୍ମଚାରୀମାନଙ୍କୁ ନିର୍ବାଚନ ଆଇନର ଅନୁପାଳନପୂର୍ବକ ନିର୍ବାଚନ କାର୍ଯ୍ୟ କରିବା ପାଇଁ ପରାମର୍ଶ…

ପ୍ରଧାନମନ୍ତ୍ରୀଙ୍କୁ ଖଡ଼ଗେଙ୍କ ଟାର୍ଗେଟ, କହିଲେ ‘ମୋଦିଙ୍କ ଗ୍ୟାରେଣ୍ଟି ଚାଇନିଜ’

ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତି ଦଳ ପରସ୍ପର ମଧ୍ୟରେ ସେତେ ଜୋରଦାର ବୟାନ ବାଜି ଚାଲିଛି। ଏହାରି ଭିତରେ ମୋଦୀଙ୍କୁ ନେଇ ମଲ୍ଲିକାର୍ଜୁନ ଖଡ଼ଗେ ଆଉ ଏକ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ…

ତାମିଲନାଡୁରେ ନିଶ୍ଚିତ ପଦ୍ମ ଫୁଟିବ: ତାମିଲସାଇ ସୁନ୍ଦରରାଜନ

ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେଲେ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ । ସେ ଦୁଇ ଦିନ ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ଏହାସହ ସେ ପୁଡୁଚେରୀର ଏଲଜି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ତାମିଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇଙ୍କ ଉପସ୍ଥିତିରେ…

ଗୁଣ୍ଡୁଚି ମୂଷା ହୋଇ ବିକଶିତ ଓଡ଼ିଶା ଦିଗରେ କାମ କରିବି: ଅଧିରାଜ ପ୍ରାଣିଗ୍ରାହୀ

ଭୁବନେଶ୍ୱର: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ। ବିଜେଡିରେ ଯୋଗ ଦେଇଛନ୍ତି ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ । ଗତକାଲି କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲେ ଅଧିରାଜ । ଶତାଧିକ ସମର୍ଥକଙ୍କ ସହ ଆସି ସେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି ।…