Latest Odisha News

BREAKING NEWS

କବିତା : ତୁଠ ପଥର

ପ୍ରିୟମ୍ବଦା ସାମଲ  ଗାଆଁ ମୁଣ୍ଡ ଶେଷ ପୋଖରୀ କୂଳରେ କିଅବା ନଦୀ କୂଳରେ ତୁଠ ପଥରଟି ପଡ଼ି ରହିଥାଏ ନୀରବ ନିର୍ବିକାରରେ। ରୁଣୁଝୁଣୁ ଧ୍ଵନି ପାଦର ନୂପୁର ଯେତେବଳେ ଛୁଇଁ ଦିଏ ଏକଲା ପଣରେ ଜିଇଁ ଉଠେ ସତେ ମନ ତାର ଗୀତ ଗାଏ। ସୁକୁମାରୀ ବାଳା ପାଦର ପରଶେ ଲଭେ ସ୍ବର୍ଗ ସୁଖ…

ଏମଏଚ ୩୭୦: ସାମ୍ନାକୁ ଆସିଲା ଘଟଣା ପଛର ସତ୍ୟ, ନିଖୋଜ ନୁହେଁ ଥିଲା ସାମୁହିକ ହତ୍ୟା ଏବଂ ଆତ୍ମହତ୍ୟାର ଯୋଜନା

ନୂଆଦିଲ୍ଲୀ: ଆଜିଠୁ ପ୍ରାୟ ଏକ ଦଶକ ପୂର୍ବରୁ ଅର୍ଥାତ୍ ୨୦୧୪ ମସିହା ମାର୍ଚ୍ଚ ୮ତାରିଖ । ସେଦିନ ଏପରି କିଛି ଘଟଣା ଘଟିଥିଲା ଯାହା ସାରା ବିଶ୍ଵକୁ ସ୍ତବ୍ଧ କରିଦେଇଥିଲା । ଏମଏଚ ୩୭୦ ବିମାନ ଯାହା ଅଚାନକ ଭାବରେ ନିଖୋଜ ହୋଇଯାଇଥିଲା । ଘଟଣାଟି ଆଜି ମଧ୍ୟ ରହସ୍ୟଘେରରେ ଅଛି । ବିମାନ ଚଳାଚଳ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ଶିଶୁ ସମେତ ୭ ମୃତ

ପାଟଣା: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅକାଳରେ ଚାଲିଗଲା ୩ଶିଶୁଙ୍କ ସମେତ ୭ଜଣଙ୍କ ଜୀବନ । ବିହାରର ଖଗାଡିଆରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ,…

ଅଧିକ ତେଲ ଓ ମସଲା ଯୁକ୍ତ ଖାଦ୍ୟ ଖାଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ସାଧାରଣତଃ ଲୋକେ ବାହାର ଖାଦ୍ୟ ଖାଇବାକୁ ବେଶି ପସନ୍ଦ କରିଥାଆନ୍ତି । ଚାଇନିଜ୍ ହେଉ କିମ୍ବା ସାଉଥ୍-ଇଣ୍ଡିଆନ ଲୋକମାନଙ୍କୁ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ବେଶି ଭଲ ଲାଗେ । ଆଜିକାଲିର ଜୀବନଶୈଳୀରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମସଲାଯୁକ୍ତ ଖାଦ୍ୟ…

୨୪ଘଣ୍ଟିଆ କେନ୍ଦୁଝର ବନ୍ଦ, ଶୁଆକାଠିରୁ ଗୁହାଳଡିହି ରେଳ ପ୍ରକଳ୍ପକୁ ବିରୋଧ

କେନ୍ଦୁଝର: ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ । ଶୁଆକାଠିରୁ ଗୁହାଳଡିହି ରେଳ ପ୍ରକଳ୍ପକୁ ବିରୋଧ କରି ଟ୍ରକ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ପାଳନ । କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନକୁ ଅଟକ ରଖି ପ୍ରତିବାଦ କରୁଛି ସଂଘ । କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ଼ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ…

ଆଇଟି ରେଡ୍ ପରେ ହିରୋ ମୋଟୋକର୍ପ କିଣିଥିଲା ହଜାରେ କୋଟିର ନିର୍ବାଚନୀ ବଣ୍ଡ!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣାର ଗୋଟିଏ ଦିନ ପରେ ରବିବାର ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ଇଲେକ୍ଟୋରାଲ୍ ବଣ୍ଡ ବା ନିର୍ବାଚନୀ ବଣ୍ଡ ସମ୍ପର୍କରେ ମିଳିଥିବା ସଦ୍ୟତମ ତଥ୍ୟର ତଥ୍ୟ ନିଜ ୱେବସାଇଟରେ ଅପଲୋଡ୍ କରିଛନ୍ତି।…

୧୬ ବର୍ଷ ପରେ ଟାଇଟଲ ଜିତି ଇତିହାସ ରଚିଲା ଆରସିବି: ଫାଇନାଲରେ ପରାସ୍ତ ହେଲା ଦିଲ୍ଲୀ

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ସଂସ୍କରଣର ଫାଇନାଲ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଦିଲ୍ଲୀ ଅଧିନାୟକ ମେଗ୍ ଲାନିଂ ଟସ୍ ଜିତି ପ୍ରଥମେ…

ତ୍ରୁଟି ନା ଠକେଇ? ୟୁକୋ ବ୍ୟାଙ୍କରେ ଜାଲିଆତି ପାଇଁ ୧୬ ଲକ୍ଷ ୨୫ ହଜାର ଟଙ୍କା ବ୍ୟବସାୟୀ ହରାଇଥିବା ଅଭିଯୋଗ

ଯାଜପୁର: ରସୁଲପୁର ବ୍ଲକ ଗୋପାଳପୁର ଗ୍ରାମର ବ୍ୟବସାୟୀ ରବୀନ୍ଦ୍ର ଗୋଇଁ କଟକସ୍ଥିତ ୟୁକୋ ବ୍ୟାଙ୍କ ବାରବାଟୀ ଶାଖାରୁ ୧୬ ଲକ୍ଷ ୨୫ ହଜାର ଟଙ୍କା ଠକେଇ ହୋଇଥିବା ନେଇ ଖାଉଟି ଅଦାଲତରେ ଅଭିଯୋଗ କରିଛନ୍ତି। ଜାରକା ବଜାରରେ ଏକ କପଡ଼ା ଦୋକାନ ଚଳାଉଥିବା ଏବଂ ସହରରେ ଏକ ଭଡ଼ା ଘରେ ରହୁଥିବା…

ମା’ ମନ… ଶିଶୁ କନ୍ୟା ବଞ୍ଚିଯିବ ଭାବି ଶବଗୃହରୁ ମର ଶରୀର ନେଇ ଦୌଡ଼ିଲେ

ରାଉରକେଲା: ମା' ମନ.. । ମା' କେବେ ତା ସନ୍ତାନର ମୃତ୍ୟୁକୁ ଦେଖିପାରିନେ । ଆଶା ରଖିଥାଏ ପୁଅ, ଝିଅ ଉପସ୍ଥିତିରେ ସ୍ବର୍ଗକୁ ଯିବ। କିନ୍ତୁ ଯେତେବେଳେ କିଛି ଓଲଟା ଘଟେ ସେତେବେଳେ କ'ଣ ବା ହୋଇାପାରେ। ମା' ହରାଇବସିଥାଏ ନିଜର ଚେତନା। ଯେମିତି ରାଉରକେଲରା ଏକ ଘଟଣା ଘଟିଛି। ଏକ ଅଭାବନୀୟ…

ସୁରଙ୍କ ନିର୍ବାଚନୀ ଗଣିତ: କେଉଁ ପରିସ୍ଥିତିରେ ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ?

ଭୁବନେଶ୍ୱର: ନିଜ ବୟାନବାଜି ପାଇଁ ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଥିବା ଜଟଣି ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ କହିଛନ୍ତି, କେଉଁ ପରିସ୍ଥିତିରେ ରାଜ୍ୟରେ କଂଗ୍ରେସ ସରକାର ଗଢିବ ଏବଂ କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଫେରିବ। ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ପାର୍ଟି (ବିଜେପି)…