ଓଡିଆ ଝିଅ ପ୍ରଜ୍ଞାଙ୍କୁ ସମ୍ମାନିତ କଲେ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ରୋଷେୟାଙ୍କ ଝିଅ ପ୍ରଜ୍ଞା ସାମଲଙ୍କୁ ସମ୍ମାନିତ କଲେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ । ଆଇନ ଅଧ୍ୟୟନ ପାଇଁ ଆମେରିକାର ଦୁଇଟି ବିଶ୍ୱବିଦ୍ୟାଳୟରୁ ଛାତ୍ରବୃତ୍ତି ପାଇଥିବାରୁ ତାଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନ ବିଚାରପତି ।
ପ୍ରଜ୍ଞା ହେଉଛନ୍ତି…