ଟି୨୦ ବିଶ୍ୱକପ ଟିମରୁ ବାଦ ପଡିବେ କି କୋହଲି !
ନୂଆଦିଲ୍ଲୀ: ବିରାଟ କୋହଲି ଆଗାମୀ ଟି୨୦ ବିଶ୍ୱକପରୁ ବାଦ ପଡିବା ଖବର ପ୍ରଶଂସକ ମହଲରେ ହଇଚଇ ସୃଷ୍ଟି କରିଛି । ୨୦୨୨ରେ ଖେଳା ଯାଇଥିବା ଟି୨୦ ବିଶ୍ୱକପରେ କୋହଲି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏଥର ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । ଏଠାକାର ଧୀମା ପିଚ କୋହଲିଙ୍କ ବ୍ୟାଟିଂ…