Latest Odisha News

BREAKING NEWS

ଗୋଟିଏ ଆସନରୁ ମୁହାଁମୁହିଁ ହେବେ ସ୍ୱାମୀ-ସ୍ତ୍ରୀ

କୋଲକତା: ନିର୍ବାଚନ ମଇଦାନକୁ ଓହ୍ଲାଇବେ ସ୍ୱାମୀ-ସ୍ତ୍ରୀ ।  ସମାନ ଆସନରୁ ପରସ୍ପର ବିରୋଧରେ  ପ୍ରତିନ୍ଦ୍ୱନ୍ଦିତା କରିବାକୁ ଯାଉଛନ୍ତି । ଗତକାଲି  ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।  ଏହି ତାଲିକାରେ ସୁଜାତା ମଣ୍ଡଳଙ୍କ ନାଁ ମଧ୍ୟ ରହିଛି । ସେ ତାଙ୍କ ପୂର୍ବତନ ସ୍ୱାମୀ…

ପୁଣି ଦିଲ୍ଲୀରୁ ଆସିଲା ଫୋନ୍, ଆଜି ବସିବ ଗୁରୁତ୍ଵପୁର୍ଣ୍ଣ ବୈଠକ

ଭୁବେନଶ୍ଵର: ହଠାତ୍ ଆସିଲା ଫୋନ । ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି, ନିର୍ବାଚନ ପ୍ରଭାରୀ ଓ ବରିଷ୍ଠ ନେତା । ଦିଲ୍ଲୀରେ ଆଜି ବସିବ ବିଜେପିର ଗୁରୁତ୍ଵପୁର୍ଣ୍ଣ ବୈଠକ । ସ୍ପଷ୍ଟ ହୋଇପାରେ ମେଣ୍ଟ ଚର୍ଚ୍ଚା । ପାଖରେ ଆଉ ସମୟ ନଥିବାରୁ ଆସନ୍ତାକାଲି ସୁଦ୍ଧା ବିଜେପି-ବିଜେଡି ମେଣ୍ଟ…

୩ କୋଟି ମହିଳା ହେବେ ଲକ୍ଷପତି ଦିଦି, ୭୦ ଲକ୍ଷ ମହିଳାଙ୍କ ଖାତାକୁ ଗଲା ୬୫୫କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଛଡିଶଗଡ଼ ରାଜଧାନୀ ରାୟପୁରରେ ମହିଳାମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଆରମ୍ଭ ହୋଇଥିବା ମହତାରୀ ବନ୍ଦନା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିସହ ଏହି ଯୋଜନାର ପ୍ରଥମ କିସ୍ତି ଜାରି କରିଛନ୍ତି । ଏହି ଯୋଜନା ମାଧ୍ୟମରେ ବିବାହତି…

ଓସ୍କାର ୨୦୨୪; ‘ଓପେନହାଇମର’ ଶ୍ରେଷ୍ଠ ଚଳଚ୍ଚିତ୍ର, ସିଲିଆନ୍ ମରଫି ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ଆମେରିକାରେ ୯୬ତମ ଓସ୍କାର  ଆୱାର୍ଡ ୨୦୨୪  ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ‘ଓପେନହାଇମର’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଜିତିଛି। ‘ ଓପେନହାଇମର’ ଫିଲ୍ମର ଅଭିନେତା ସିଲିଆନ୍ ମରଫି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି । ‘ପୁଅର ଥିଙ୍ଗ୍’  ଚଳଚ୍ଚିତ୍ରରେ ନିଖୁଣ…

ଘରେ ତୁଳସୀ ଗଛ ଲଗାଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହି ନିୟମ

ଭୁବନେଶ୍ଵର: ପ୍ରାୟତଃ ସମସ୍ତେ ନିଜ ଘରେ ତୁଳସୀ ଗଛ ଲାଗନ୍ତି । ତୁଳସୀ ଗଛ ଦ୍ଵାରା ଘରେ ସୁଖ-ସମୃଦ୍ଧି ବଢ଼ିଥାଏ ବୋଲି ଲୋକେ ବିଶ୍ବାସ କରନ୍ତି । ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଏକ ପବିତ୍ର ଏବଂ ପୂଜନିୟ ଗଛ ବୋଲି କୁହାଯାଇ । ତେଣୁ ଲୋକମାନେ ଏହି ଗଛକୁ ପୂଜା ମଧ୍ୟ କରନ୍ତି । ତୁଳସୀ ଗଛ ଏକ…

ପିରାମିଡର ଡାକ

ସୁଜାତା ମିଶ୍ର  ଚୂନା ଚୂନା ତାରା ଫୁଲ ଆକାଶରେ ଫୁଟିବାର ବେଳାରେ ପିରାମିଡ୍ ଦେଖା ଯାଏ ଦୂରନ୍ତ ସ୍ବପ୍ନଟିଏ ପରି, ତା ତୀର୍ଯ୍ୟକ୍ ଛାତର ତ୍ରିଭୁଜାକାର ଅସ୍ତିତ୍ବରେ ଲମ୍ବି ଥାଏ ଘନୀଭୂତ ରହସ୍ୟର ଆକର୍ଷଣ, ସେଇ ପଥର ଆଖିର ପଲକରୁ ପୁଲକିତ ମୁହୂର୍ତ୍ତ କିଛି ଚୋରେଇ ନିଏ ଶିହରିତ…

ପେଟ କମେଇବାକୁ ଚାହୁଁଥିଲେ ଖାଦ୍ୟରେ ସାମିଲ କରନ୍ତୁ କାକୁଡି, ଜାଣନ୍ତୁ ଖାଇବାର ସଠିକ ପ୍ରଣାଳୀ

ଭୁବନେଶ୍ଵର: ଓଜନ କମାଇବା ଆଜିକାଲି ସମୟରେ ଏକ ମୁଣ୍ଡବିନ୍ଧାର କାରଣ ହୋଇଗଲାଣି । ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ହେତୁ ମୋଟାପଣ ଏକ ସାଧାରଣ ସମସ୍ୟା ହୋଇଗଲାଣି | ଲୋକମାନେ ପ୍ରାୟତଃ ମେଦବହୁଳତା ହ୍ରାସ କରିବାର ଉପାୟ, ଓଜନ ହ୍ରାସ କରିବାର ଉପାୟ ଏବଂ ପେଟର ଚର୍ବି ହ୍ରାସ…

ଗୋୟଲଙ୍କ ଇସ୍ତଫା ପରେ ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ; ନିର୍ବାଚନ ଆୟୋଗ ଉପରେ କାହା ଚାପ ?

ନୂଆଦିଲ୍ଲୀ: ନିର୍ବାଚନ କମିଶନର ପଦରୁ ଅରୁଣ ଗୋୟଲଙ୍କ ଇସ୍ତଫା ପରେ  ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ ଦଳ  । କଂଗ୍ରେସ ଓ ସମାଜବାଦୀ ପାର୍ଟି କହିଛି ଯେ ଏହି ଘଟଣା ସିଧାସଳଖ ପ୍ରଶ୍ନ ଉଠାଉଛି ଯେ ନିର୍ବାଚନ ଆୟୋଗ  ପରି ସାମ୍ୱିଧାନିକ ଅନୁଷ୍ଠାନ ଉପରେ କାହାର ଚାପ ରହିଛି? ମୁଖ୍ୟ…

ସାଇ ଇଣ୍ଟରନ୍ୟାସନାଲ ରେସିଡେନସିଆଲ ସ୍କୁଲ ଚାମ୍ପିୟନ୍ସ ଟ୍ରଫି ସିଜନ-୩, କ୍ରିକେଟପ୍ରେମୀଙ୍କୁ କରିବ ଆକୃଷ୍ଟ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ରେସିଡେନସିଆଲ ସ୍କୁଲ ଚାମ୍ପିଅନ୍ସ ଟ୍ରଫିର ତୃତୀୟ ସଂସ୍କରଣ ପାଇଁ କ୍ରିକେଟ୍ ପ୍ରେମୀମାନେ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ନେଇ ସ୍କୁଲ ପରିସରରେ ଉତ୍ସାହ ଦେଖିବାକୁ ମିଳିଛି। ବହୁ ପ୍ରତୀକ୍ଷିତ ଖେଳାଳି ନିଲାମ ସହ ଏହି ରୋମାଞ୍ଚକର ଯାତ୍ରାର ଶୁଭାରମ୍ଭ…

ଆସନ ବୁଝାମଣାରେ ବାଧା, ଦୋଛକିରେ ବିଜେଡି-ବିଜେପି ମେଣ୍ଟ ସମ୍ଭାବନା

ସନ୍ଦୀପ ମିଶ୍ର ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସହ ମେଣ୍ଟ ସମ୍ଭାବନାକୁ ଭାରତୀୟ ଜନତା ପାର୍ଟି (ବିଜେପି)ର କିଛି ବରିଷ୍ଠ ନେତା ଗଣମାଧ୍ୟମ ସମ୍ମୁଖରେ ଅସ୍ୱୀକାର କରୁଛନ୍ତି। କିନ୍ତୁ ଆସନ ବୁଝାମଣାକୁ ନେଇ ରାଜ୍ୟ ରାଜନୀତିରେ ଯେଉଁ ସ୍ଥିତି ଉପୁଜିଛି ଏବଂ ତୃଣମୂଳସ୍ତରରୁ ଦଳୀୟ…