Latest Odisha News

BREAKING NEWS

ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ତାଲିକାରୁ ବାଦ୍ ପଡ଼ିଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଜେଫ୍ ବେଜୋସ୍ ଏବେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ହୋଇଛନ୍ତି । ବ୍ଲୁମବର୍ଗ ଅନୂସାରେ, ଏକ୍ସ ଓ ଟେସଲା ପରି ବିଶାଳ କମ୍ପାନୀର ମାଲିକ ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ…

କବିତା : କ୍ରାନ୍ତିର କଲମ

ପ୍ରିୟମ୍ବଦା ସାମଲ କ୍ରାନ୍ତିର କଲମ ଅଟେ ସେ ବଲମ ଲକ୍ଷ୍ୟ ତାର ଅଭେଦ୍ୟ ଜାଗୃତିର ପଥେ ରଚେ ନବ ରାସ୍ତା କିଛି ନୁହେଁ ତ ଦୁର୍ବୋଧ୍ୟ। ବିଦ୍ରୋହର ସ୍ୱର ଶାଣିତ ମୁନରେ ଅନର୍ଗଳ ନିର୍ଝରିତ ସୃଜନ ତାହାର ଅର୍ଜୁନର ଶର କେବେ ନୁହେଁ ପରାହତ। ଶୋଷଣ ପେଷଣ କଷଣ ଧର୍ଷଣ ହୃଦୟ ଥରାଇ ବସେ…

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ ତମ ଜନ୍ମ ଜୟନ୍ତୀ । ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଅର୍ଥାତ୍ ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଏହି ଅବସରରେ ପଞ୍ଚାୟତିରାଜ ଦିବସ ପାଳିତ ହେଉଛି…

କେଉଁ ରୋଗରେ ଅର୍ଜୁନ ଗଛର ଚୋପା ବ୍ୟବହାର କରାଯାଏ? କିପରି କରିବେ ଏହାର ସେବନ ଜାଣନ୍ତୁ…

ନୂଆଦିଲ୍ଲୀ: ଆୟୁର୍ବେଦରେ ଅର୍ଜୁନ ଗଛ ଚୋପା ବା ଛାଲର ବିଶେଷ ମହତ୍ବ ରହିଛି । ଏହି ଗଛର ଚୋପା ପୋଷକ ତତ୍ତ୍ବ ଏବଂ ଫାଇଟୋକେମିକାଲ୍ସରେ ଭରପୂର ଅଟେ । ଏହାକୁ ଅନେକ ହର୍ବାଲ ଉପଚାରରେ ଏକ ଅତ୍ୟାବଶ୍ୟକ ଉପାଦାନ କରିଥାଏ । ଅର୍ଜୁନ ଛାଲରେ ଫ୍ଲୋଭୋନୋଏଡ୍, ଟୈନିନ୍, ଟ୍ରାଇଟରପେନୋଇଡସ୍ ଏବଂ…

ନିର୍ବାଚନ ଆସିବ ଯିବ, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର ରହିବ: ମମତା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାରକୁ ନେଇ ବଡ଼ ବୟାନ ଦେଇଛନ୍ତି । ଟିଏମସିର କିଛି ନେତା ଦଳ ଛାଡ଼ିବା ନେଇ ମମତା ବାନାର୍ଜୀ କହିଛନ୍ତି ଯେ ନିର୍ବାଚନ ଆସିବ ଓ ଯିବ । ହେଲେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ତାର ଦବଦବା ଜାରି ରଖିବ ।…

ପୋଡିଯାଇଥିବା କଡେଇକୁ କିପରି କରିବେ ଚକାଚକ୍, ଜାଣନ୍ତୁ ଟିପ୍ସ

ଭୁବନେଶ୍ଵର: ଘରେ ଖାଇବା ପ୍ରସ୍ତୁତ କରିବା ସମୟରେ ଅନେକ ଲୋକ କଡେଇ ତ ବ୍ୟବହାର ନିଶ୍ଚୟ କରୁଥିବେ । ବେଳେ ବେଳେ ଏପରି ହୁଏ ଯେ ରୋଷେଇ କରୁଥିବା ବେଳେ ଖାଦ୍ୟ ପୋଡିଯାଏ । ଯାହାଦ୍ଵାରା ରନ୍ଧା ଯାଉଥିବା କଡେଇ ମଧ୍ୟ ପୋଡି କଳା ପଡିଯାଏ । ସେହିପରି ସବୁଦିନ ଗୋଟେ କଡେଇରେ ଖାଦ୍ୟ ରାନ୍ଧିବା…

ତୁଚ୍ଛ ହେଲା ଚାକିରିଆ ବର: ଖୁସିରେ ଖୁସିରେ ପ୍ରେମିକା ଆପଣାଇନେଲା ବେରୋଜଗାରିଆ ବର

ପାଟଣା: ବିବାହ ପାଇଁ ଆଜିକାଲି କେତେ ବାଛ ବିଚାର ରହୁଛି। ଖାସ କରି କନ୍ୟାପକ୍ଷ ଦେଖନ୍ତି ତାଙ୍କ ଝିଅ ଯେଉଁଠି ବିବାହ କରିବ ସେ ରାଣୀ ହୋଇ ରହୁ। ଧନ ଦୌଲତ ଭର୍ତ୍ତି ହୋଇ ରହୁ। ଆଉ ପୁଅ ଜଣଙ୍କ ମୋଟା ଅଙ୍କର ରୋଜଗାର କରୁଥିବା ଆବଶ୍ୟକ କରନ୍ତି। କିନ୍ତୁ ବିହାରରେ ଘଟିଥିବା ଏକ ଘଟଣା…

ଚର୍ଚ୍ଚାରେ ନବରଙ୍ଗପୁରର ୧୨ ବର୍ଷୀୟ ଆଶୁତୋଷ ପାତ୍ର, ପ୍ରାଞ୍ଜଳ ମନ୍ତ୍ର ଉଚ୍ଚାରଣ ସହ କରୁଛନ୍ତି ପୂଜା

ଭୁବନେଶ୍ୱର: ଯେଉଁ ବୟସରେ ଅଧିକାଂଶ ପିଲା ଖେଳ ଓ ଆନନ୍ଦରେ ମଗ୍ନ ଥାଆନ୍ତି, ସେହି ବୟସରେ ନବରଙ୍ଗପୁରର ୧୨ ବର୍ଷୀୟ ଆଶୁତୋଷ ପାତ୍ର ଏକ ରାସ୍ତା ବାଛିଛନ୍ତି- ସେ ଜଣେ ମନ୍ଦିର ପୂଜକ ହୋଇଛନ୍ତି। ନବରଙ୍ଗପୁର ସହରର ପୂଜାରୀ ସାହିର ଏହି ଯୁବକ ନିଜ ମନ୍ତ୍ର ଜପ କରି ଲୋକଙ୍କୁ ଆଶ୍ଚର୍ଯ୍ୟ…

ବଚସାକୁ ନେଇ ଯୁବକଙ୍କୁ ଛୁରାମାଡ଼; ଜଣେ ମୃତ

କଟକ: ବଚସାକୁ ନେଇ ଯୁବକଙ୍କୁ ଛୁରାମାଡ଼। ଉକ୍ତ ଘଟଣାରେ ଜଣେ ମୃତ। ସୂଚନା ଅନୁସାରେ ଆଜି ସନ୍ଧ୍ୟା ବେଳେ ଏପରି ବୀଭତ୍ସ ହତ୍ୟାକାଣ୍ଡ କଟକ ଟାଉନ୍‌ର ସିଆରଆରଆଇ ଥାନା ଅଞ୍ଚଳରେ ଘଟିଛି। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହତ୍ୟା ଅଭିଯୁକ୍ତ ଫେରାର ହୋଇଯାଇଛି।…

ରାଜ୍ୟରେ ନିଯୁକ୍ତି ହେବେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ହେବେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକ। ପୂରଣ ହେବ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ପଦବୀ। ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ନିଆଯାଇଛି ପଦକ୍ଷେପ। ଏବେ ରାଜ୍ୟରେ ୨୦ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କ ନିଯୁକ୍ତି ପ୍ରକ୍ରିୟା…