Latest Odisha News

BREAKING NEWS

ହଲିଉଡ ଇଣ୍ଡଷ୍ଟ୍ରିରେ ଧୁମ୍ ମଚେଇବାକୁ ପ୍ରସ୍ତୁତ ‘ଦୃଶ୍ୟମ୍’, ୧୦ ଟି ଦେଶରେ ଫିଲ୍ମର କରାଯିବ ରିମେକ୍

ମୁମ୍ବାଇ: ଭାରତ ଏବଂ ଚୀନ୍ ବଜାରରେ ବିପୁଳ ସଫଳତା ହାସଲ କରିବା ପରେ ସୁପରହିଟ୍ ଫ୍ରାଞ୍ଚାଇଜ୍ 'ଦୃଶ୍ୟମ୍' ସର୍ବଭାରତୀୟ ସ୍ତରରେ ରିଲିଜ ହେବାକୁ ଯାଉଛି । ଫିଲ୍ମର କୋରିଆ ରିମେକ୍ ପରେ ନିର୍ମାତାମାନେ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । ଅଜୟ ଦେବଗନଙ୍କ 'ଦୃଶ୍ୟମ୍'ର ହଲିଉଡର ରିମେକ୍ ପ୍ରସ୍ତୁତ…

କବିତା : ସେ କିଏ ?

ଗଦାଧର ସାହୁ ଯାହା କହିଥିଲି କିଏ ସେ ଶୁଣିଛି କହି ପାରିବ କି ସିଏ, ଯିଏ ସେ କହିବ ସତ ଅବା ମିଛ ଯେମିତି ଶୁଣିଛି ସିଏ । ଜଣକ କଥାକୁ ଆରେକ କହିଲେ ଫରକ ନିଶ୍ଚୟ ଥାଏ, ଅଖଣ୍ଡ ବିଶ୍ୱାସ ତା କଥାରେ କଲେ ଅସୁବିଧା ଆସିଯାଏ । ଶୁଣିବା ଲୋକକୁ କହିବା ଲୋକକୁ ମୁହାଁମୁହିଁ…

ପୁଣିଥରେ ବାରଣାସୀରୁ ଲଢ଼ିବେ ମୋଦି !

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୪ ନିର୍ବାଚନରେ ବିଜୟ ପତାକା ଉଡ଼ାଇବା ପାଇଁ  କସରତ ଆରମ୍ଭ କରିଛି । ଲୋକସଭା ନିର୍ବାଚନ ପାଇଁ  ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରାର୍ଥୀ ଚୟନକୁ ନେଇ ଗତକାଲି ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ…

ବର୍ଷ ବର୍ଷ ଧରି ଗଚ୍ଛିତ ଥିବା ଡାଲି ଚାଉଳ ରେ ଲାଗିବନି ପୋକ, ଆପଣାନ୍ତୁ ଏହି ୭ ଘରୋଇ ଉପାୟ

ନୂଆଦିଲ୍ଲୀ: ଚାଉଳ ଏବଂ ଡାଲି ଏପରି ଜିନିଷ ଯାହା ପ୍ରତ୍ୟେକ ଘରେ ପ୍ରତିଦିନ ବ୍ୟବହୃତ ହୁଏ । ଏଭଳି ପରିସ୍ଥିତିରେ ଲୋକମାନେ ଏହାକୁ ମାସରେ ଥରେ କିଣି ଘରେ ରଖନ୍ତି । ଅନେକ ଲୋକ ତିନି ରୁ ଚାରି ମାସ ପାଇଁ ଚାଉଳ ଏବଂ ଡାଲି କିଣି ଘରେ ଷ୍ଟୋର କରିରଖନ୍ତି । ଏପରି ପରିସ୍ଥିତିରେ, ଏହି ଡାଲିକୁ ପୋକ…

ଗାଜାରେ ଇସ୍ରାଏଲ ସେନାର ଖୋଲା ଗୁଳି ଚାଳନା: ୧୦୪ ମୃତ, ୭୦୦ରୁ ଅଧିକ ଆହତ

ପାଲେଷ୍ଟାଇନ: ପାଲେଷ୍ଟାଇନ ସ୍ଥିତ ଗାଜାରେ ଇସ୍ରାଏଲ ସେନା ଆକ୍ରମଣରେ ଅତିକମରେ ୧୦୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ଗାଜାରେ ସହାୟତା ପାଇଁ ଏକାଠି ହୋଇଥିବା ଲୋକଙ୍କ ଉପରକୁ ଇସ୍ରାଏଲ ସେନା ପକ୍ଷରୁ ଖୋଲା ଗୁଳି ଚାଳନା  ଯୋଗୁଁ ଏଭଳି ନରସଂହାର ଘଟିଛି…

ଢାକା ସ୍ଥିତ ଏକ ରେସ୍ତୋରାଁରେ ଭୀଷଣ ଅଗ୍ନିକାଣ୍ଡ, ୪୩ ମୃତ, ୪୦ ଆହତ

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଅଘଟଣ । ଏକ ସାତ ମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନେକ ଲୋକ ଆହତ ହୋଇଛନ୍ତି । ବହୁ ସମୟର କସରତ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ବାଂଲାଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସାମନ୍ତ…

“ଶଙ୍ଖ ଚିହ୍ନ ସପକ୍ଷରେ ମତ ରଖିଲା ବିଜେଡି: ଓଡ଼ିଶାରେ ବିଶ୍ୱାସ ଓ ବିକାଶର ପ୍ରତିନିଧିତ୍ୱ କରୁଛି”

ଭୁବନେଶ୍ୱର: ସରକାରୀ ବିଜ୍ଞାପନରେ ବିଜୁ ଜନତା ଦଳର ନିର୍ବାଚନ ଚିହ୍ନ ଶଙ୍ଖ ବ୍ୟବହାରକୁ ନେଇ ନିର୍ବାଚନ କମିଶନଙ୍କ ତଦନ୍ତ ପରେ ଶାସକ ଦଳ ଏଭଳି ଘଟଣାକୁ ଦୃଢ଼ତାର ସହ ଖଣ୍ଡନ କରିଛି। ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ଭୁବନେଶ୍ୱରରେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, ରାଜ୍ୟ…

‘ଆମ ବ୍ୟାଙ୍କ’ ବ୍ୟାନରରେ ୨ ହଜାର ସିଏସପି ପ୍ଲସ୍ ଆଉଟଲେଟ୍ ର ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ଆମ ବ୍ୟାଙ୍କ' ବ୍ୟାନରରେ ୨ହଜାର ସିଏସପି ପ୍ଲସ୍ ଆଉଟଲେଟ୍ ର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ଅଣବ୍ୟାଙ୍କିଂ ପଂଚାୟତରେ ବ୍ୟାଙ୍କିଙ୍ଗ୍ ସେବା ପହଞ୍ଚାଇବାକୁ ଏହି ଆଉଟ୍ ଲେଟ୍ ଗୁଡ଼ିକ ଲକ୍ଷ୍ୟ ରଖିଛନ୍ତି। ସାମାଜିକ ଓ ଅର୍ଥନୈତିକ ପ୍ରଗତି,…

ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପିକେ ମିଶ୍ରଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ପ୍ରମୋଦ କୁମାର ମିଶ୍ରଙ୍କ ସମେତ ୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଛନ୍ତି। ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ…

ମହିଳା ଓ ଶିଶୁ ବିକାଶ ବିଭାଗର ୫୦୪ ଜଣ ଚୁକ୍ତିଭିତ୍ତିକ ସୁପରଭାଇଜର ହେଲେ ନିୟମିତ

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗରେ ୫୦୪ ଜଣ ଚୁକ୍ତିଭିତ୍ତିକ ସୁପରଭାଇଜରଙ୍କ ସେବା ନିୟମିତ କରିବାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୭୫ତମ ଅଧିବେଶନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ରାଜ୍ୟରେ ସମନ୍ଵିତ ଶିଶୁ…