Latest Odisha News

ଓଡ଼ିଶାରୁ ପୁଣି ଥରେ ରାଜ୍ୟସଭା ନିର୍ବାଚନ ଲଢ଼ିବେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି ବିଜେପି। ଶାସକ ବିଜେଡି ସମର୍ଥନରେ ୨୦୧୯ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବୈଷ୍ଣବ ପୁଣିଥରେ ଦ୍ବିତୀୟ ଥର ପାଇଁ ପ୍ରାର୍ଥୀ ହେବେ। ବିଜେପିର ଅନେକ ବିଧାୟକ ଭୁବନେଶ୍ୱରରେ ପହଂଚିଛନ୍ତି କିମ୍ବା…

ହାତ ଛାଡିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

କେନ୍ଦ୍ରାପଡ଼ା: ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଏହାପୂର୍ବରୁ ଓଡିଶା କଂଗ୍ରେସକୁ ଲାଗିଛି ଶକ୍ତ ଝଟ୍‌କା । କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ତେବେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଅଂଶୁମାନ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ଶରତ…

୧୬ରେ ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗା ବୁଡ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀ: ଆସନ୍ତା ୧୬ ତାରିଖରେ ପବିତ୍ର ମାଘ ସପ୍ତମୀ । ମାଘ ସପ୍ତମୀ ଅବସରରେ ରହିଛି ଚନ୍ଦ୍ରଭାଗା ବୁଡର ପରମ୍ପରା । ପ୍ରତ୍ୟୁଷରୁ ଭକ୍ତମାନେ ଉଠି ପବିତ୍ର ଚନ୍ଦ୍ରଭାଗା ମହୋଦଧୀରେ ବୁଡ ପକେଇବେ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ପୁରୀ…

କୋଟାରେ ଜେଇଇ ଛାତ୍ର ନିଖୋଜ; ଜଙ୍ଗଲ ଆଡ଼େ ଯାଇଥିବା ସୂଚନା

ନୂଆଦିଲ୍ଲୀ: ରାଜସ୍ଥାନ କୋଟାରେ ଅଧ୍ୟୟନ କରୁଥିବା ଜଣେ ଜେଇଇ ଛାତ୍ର ଗତ ଦୁଇ ଦିନ ହେବ ନିଖୋଜ ଅଛନ୍ତି । ତାଙ୍କ ନାଁ ରଚୀତ ସାନ୍ଧେ । ତାଙ୍କ ଘର ମଧ୍ୟପ୍ରଦେଶରେ । ଏକ ବର୍ଷରୁ ଅଧିକ ଦିନ ହେବ ସେ କୋଟାର ଏକ ଶିକ୍ଷାନୁଷ୍ଠାନରେ ଜେଇଇଇ ପରୀକ୍ଷା ପାଇଁ କୋଚିଂ ନେଉଥିଲେ । ଏନେଇ ତାଙ୍କ…

ଭାଲେଣ୍ଟାଇନ୍‌ ଡେ’: ପ୍ରେମର ପରିଭାଷା କାହା ପାଇଁ କେମିତି…

ଭୁବନେଶ୍ବର: ଆଜି ହେଉଛି ଭାଲେଣ୍ଟାଇନ୍‌ ଡେ' । ଯାହାକି ପ୍ରେମ ଦିବସ ଭାବେ ପାଳନ କରାଯାଏ । ସମସ୍ତଙ୍କୁ ଭଲ ପାଇବାର ଦିନଟିଏ । ପ୍ରେମର ଅନେକ ଭାଷା ରହିଛି ଆଉ ତାକୁ କିଏ କେଉଁ ପ୍ରକାରରେ ପ୍ରକାଶ କରିଥାଏ । ଏହା ହିଁ ସର୍ମ୍ପକର ମୁଳତତ୍ୱ, ପ୍ରେମବିନା ଜୀବନ ରଙ୍ଗ ହୀନ । ଆଜି ଫେବୃଆରୀ ୧୪…

ପ୍ରଧାନମନ୍ତ୍ରୀ ୟୁବା ୨.୦ ପାଇଁ ମନୋନୀତ ହେଲେ ରୋଜାଲୀନ ମହାନ୍ତି

ଭୁବନେଶ୍ୱର : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ନେସନାଲ୍ ବୁକ୍ ଟ୍ରଷ୍ଟ ପକ୍ଷରୁ ୩୦ ବର୍ଷ ବୟସ ଭିତରେ ଥିବା ଯୁବଲେଖକଙ୍କଠାରୁ ଆହ୍ୱାନ କରାଯାଇଥିବା ପାଣ୍ଡୁଲିପିରେ ପି.ଏମ୍. ୟୁବା ମେଣ୍ଟରସିପ୍- ୨.୦ ଯୋଜନାରେ 'ଗଣତନ୍ତ୍ର' ବିଷୟକୁ ନେଇ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଉପରେ…

କବିତା : ଅନୁରାଗ

ମଞ୍ଜୁଲତା ସାହୁ ଆଉ ଥରେ କେବେ ଆସ ଯଦି ପ୍ରିୟ ମୋ ପ୍ରେମର ସହରକୁ, ଆଣିଥିବ କିଛି, ଅଧିକ ଆୟୁଷ ତୁମ ନାଁରେ ବଞ୍ଚିବାକୁ...!! ଆଣିଥିବ ସାଥେ ବନ୍ଧନ ଡୋରୀଟେ ସିନ୍ଦୁର ଓ ଶଙ୍ଖା ଦୁଇ, କିଛି ପ୍ରତିଶ୍ରୁତି କିଛି ମିଠା ରାତି ମିଶି ବିତାଇବା ପାଇଁ...!! ଛାତିରେ ଛାତିଏ ଦମ୍ଭ…

ପ୍ରଫେସର କୃଷ୍ଣ ପ୍ରସାଦ ମିଶ୍ରଙ୍କ ଶ୍ରାଦ୍ଧସଭା ଅନୁଷ୍ଠିତ

ଭୁବନେଶ୍ୱର : କୃଷ୍ଣ ପ୍ରସାଦ ସ୍ମୃତି ପରିଷଦ ଆନୁକୂଲ୍ୟରେ  ଉତ୍କଳ ବିଶ୍ୱବିଦ୍ୟାଳୟ ଦର୍ଶନ ବିଭାଗ ପରିସରରେ ପ୍ରଫେସର କୃଷ୍ଣ ପ୍ରସାଦ ମିଶ୍ରଙ୍କ ଶ୍ରାଦ୍ଧସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଣେଶ ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଲେଖକ ଓ ସ୍ତମ୍ଭକାର ଲେଖକ…

ବିବାହ ବିଛେଦ ବଢୁଛି, ପରିବାର ଭାଙ୍ଗୁଛି

ଅମ୍ବିକା ପ୍ରସାଦ କାନୁନଗୋ ଦେଶରେ ଏବେ ବିବାହ ବିଛେଦ ବଢିଚାଲିଛି। ଉଚ୍ଚଶିକ୍ଷିତ, ମଧ୍ୟବିତ ପରିବାରରେ ଏହି ଦୁଃଖଦ ଘଟଣାର ହାର ପ୍ରାୟ ୧୭ ପ୍ରତିଶତରେ ରହିଥିବା ବେଳେ କ୍ରମେ ଏହି ହାର ବୃଦ୍ଧି ପାଇଚାଲିଛି। ଅନ୍ୟପକ୍ଷରେ ଅର୍ଥନୈତିକ ଅନଗ୍ରଶ୍ରେଣୀପରିବାର ମାନଙ୍କ ମଧ୍ୟରେ ଏହି ହାର…

ଆଜି ପବିତ୍ର ଶ୍ରୀପଞ୍ଚମୀ: ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ପୂଜାର୍ଚ୍ଚନା କରାଯିବ ରଥ କାଠ

ପୁରୀ: ଆଜି ପବିତ୍ର ଶ୍ରୀପଞ୍ଚମୀରେ ଶ୍ରୀଜିୟୁଙ୍କ ରଥ ନିର୍ମାଣ ଲାଗି ରଥକାଠର ପୂଜାର୍ଚ୍ଚନା କରାଯିବ । ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ବତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ…