Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷ ବାକି ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ବାକି ୩ଟି ଟେଷ୍ଟ ପାଇଁ ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ୧୭ ସଦସ୍ୟ ଦଳରେ ବିରାଟ କୋହଲି ଓ ଶ୍ରେୟାସ ଆୟାର ନାହାନ୍ତି । ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଯଶପ୍ରୀତ ବୁମରାହ ବିଶ୍ରାମ ନେବେ ବୋଲି ଆଲୋଚନା ହେଉଥିଲେ…

କାମରେ ଆସୁନି ଆଦିବାସୀ ସଂଗ୍ରହାଳୟ, ବ୍ୟବସାୟୀ କରଣ କରାଯାଇ ନଷ୍ଟ କରାଯାଉଥିବା ଅଭିଯୋଗ …

ନବରଙ୍ଗପୁର: ସାରା ରାଜ୍ୟରେ ଆଦିବାସୀ ଜନଜାତିଙ୍କ ବ୍ୟବହୃତ ଜିନିଷ, ସେମାନଙ୍କ ରହିବା ଶୈଳି ଆଦି ବିଷୟରେ ଜଣିବା ପାଇଁ ନିର୍ମାଣ କରାଯାଇଥିଲା ଆଦିବାସୀ ସଂଗ୍ରହାଳୟ । କିନ୍ତୁ ରକ୍ଷଣାବେକ୍ଷଣା ଅଭାବରୁ ଖତ ଖାଉଛି ଏହି ଆଦିବାସୀ ସଂଗ୍ରହାଳୟ । ଯେଉଁ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିଲା ସେଥିପାଇଁ…

ଟ୍ରେନରେ ଫୁଟିଲା ଗୁଳି , ଜଣେ ଯବାନ ମୃତ

ରାୟପୁର: ଛତିଶଗଡ଼ର ରାୟପୁର ରେଳ ଷ୍ଟେସନ ନିକଟରେ ଆଜି ସକାଳେ ସାରନାଥ ଏକ୍ସପ୍ରେସ୍ ଟ୍ରେନ୍ ଭିତରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଜଣେ ଆରପିଏଫ୍  ଯବାନଙ୍କ ମୃତ୍ୟୁ ଘଟିଛି । ମୃତ ଯବାନଙ୍କ ନାଁ ଦିନେଶ ଚଦ୍ର ବୋଲି ଜଣାପଡ଼ିଛି । ଏହି ଘଟଣାରେ ମହମ୍ମଦ ଦାନିଶ ନାମକ ଜଣେ ଯାତ୍ରୀଙ୍କ…

ବିଧାୟିକା ଭି ସୁଜ୍ଞାନୀ ଦେଓଙ୍କ ପରଲୋକ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଭୁବନେଶ୍ଵର: ପରଲୋକରେ ଖଲ୍ଲିକୋଟର ରାଣୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନୀ ଦେଓ । ଗତ କିଛି ଦିନ ହେବ ସେ ଗୁରୁତର ହୋଇପଡିବାରୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବିଳମ୍ବିତ ରାତି ୧୨ଟା ୪୪ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି । ବିଧାୟିକା ଭି.…

କେଉଁଠାରେ ତିଆରି ହୋଇଥିଲା ସର୍ବପ୍ରଥମେ ସାବୁନ୍, କିଏ କରିଥିଲେ ଏହାକୁ ପ୍ରସ୍ତୁତ

ଭୁବନେଶ୍ଵର: ପ୍ରତ୍ୟକଙ୍କ ଘରେ ସାବୁନର ବ୍ୟବହାର ତ ନିଶ୍ଚୟ ହେଉଥିବ । ଶରୀର ପାଇଁ, ବାସନ ମାଜିବା ପାଇଁ, ପୋଷାକ ସଫା କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାର ସାବୁନ ବ୍ୟବହାର କରାଯାଏ । କିନ୍ତୁ କଣ ଆପଣ ଜାଣନ୍ତି କି ସର୍ବପ୍ରଥମେ ସାବୁନ୍ କେଉଁଠାରେ ବ୍ୟବହାର କରାଯାଇଥିଲା ଏବଂ କିଏ ଏହାର…

ପୋଖରୀରେ ଫସିଲେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ, କହିଲେ – ଆଜି ଜେସିବିର ପରୀକ୍ଷା ଥିଲା

ନୂଆଦିଲ୍ଲୀ: ନିଜର ଭିଡିଓ ଏବଂ ମଜାଳିଆ ସ୍ଵଭାବ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ତଥା ବିଜେପି ନେତା ତେମଜେନ ଇମାନ ଆଲୋଙ୍ଗଙ୍କ ପୁଣି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ନିଜେ ତେମଜେନ ନିଜ ସୋସିଆଲ ମିଡିଆ ଆକାଉଣ୍ଟ…

ଦିନେ ଫୁଡ ଷ୍ଟଲ କରିଥିଲେ, ଏବେ ଆମେରିକାରେ ନିର୍ବାଚନ ଲଢ଼ିବେ! ଜାଣନ୍ତୁ ଏହି ଭାରତୀୟ ବଂଶୋଦ୍ଭବଙ୍କୁ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକ ଭାବିନୀ ପଟେଲ ଆଗାମୀ ନିର୍ବାଚନରେ ନିଜର ପରିଚୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖି ରାଜନୀତିରେ ପାଦ ଥାପିଛନ୍ତି। ସେ ଆମେରିକା ସଂସଦର ନିମ୍ନ ସଦନ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ଥିବା ଏକ ଆସନ ଉପରେ ନଜର ରଖିଛନ୍ତି। ଅକ୍ସଫୋର୍ଡ…

ସିନେମାରେ ଡେବ୍ୟୁର ୬୪ ବର୍ଷ ପରେ ପରଦାରେ ଧର୍ମେନ୍ଦ୍ର ବଦଳାଇଲେ ନାଁ

ନୂଆଦିଲ୍ଲୀ: ୧୯୬୦ ମସିହାରେ 'ଦିଲ୍ ଭି ତେରା ହମ୍ ଭି ତେରେ' ଚଳଚ୍ଚିତ୍ର ଜରିଆରେ ଡେବ୍ୟୁ କରିବା ପରଠାରୁ ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ସବୁବେଳେ ପରଦାରେ ନିଜ ନାମକୁ ଧର୍ମେନ୍ଦ୍ର ବୋଲି ରଖିଛନ୍ତି। ପୁଅ ସନ୍ନି ଦେଓଲ ଓ ବବି ଦେଓଲ କିମ୍ବା ତାଙ୍କ ଝିଅ ଇଶା ଦେଓଲଙ୍କ ଭଳି ତାଙ୍କର…

ଆଜିଠୁ ଆରମ୍ଭ ହେଉଛି ଗୁପ୍ତ ନବରାତ୍ରୀ, ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ

ଭୁବନେଶ୍ଵର: ଗୁପ୍ତ ନବରାତ୍ରୀ ୨୦୨୪: ହିନ୍ଦୁ ଧର୍ମରେ ଅନେକ ପର୍ବ ପାଳନ କରାଯାଏ | ଏହି ପର୍ବଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ନବରାତ୍ରୀ | ପଞ୍ଚାଙ୍ଗ ଅନୁଯାୟୀ, ଗୋଟିଏ ବର୍ଷରେ ୪ଟି ନବରାତ୍ରୀ ପାଳନ ହୋଇଥାଏ, ଯେଉଁଥିରେ ଚୈତ୍ର, ଶାରଦୀୟ ଏବଂ ୨ଟି ଗୁପ୍ତ ନବରାତ୍ରୀ ଅନ୍ତର୍ଭୁକ୍ତ। ନବରାତ୍ରିର…

ଅପରେସନ ଥିଏଟରରେ ଡାକ୍ତର ଏବଂ ତାଙ୍କ ପ୍ରେମିକାଙ୍କ ପ୍ରି-ଓ୍ବେଡିଂ ସୁଟିଂ

ବେଙ୍ଗାଲୁରୁ: ଏମିତି ବି ଡାକ୍ତର ଥାନ୍ତି ... ଯିଏକି ନିଜ ବିବାହର ପ୍ରି ଓ୍ବେଡିଂ ସୁଟିଂ ପାଇଁ ଅପରେସନ ଥିଏଟରକୁ ବ୍ୟବହାର କରିଛନ୍ତି। ଏକ ସରକାରୀ ହସ୍ପିଟାଲରେ ଅପରେସନ୍ ଥିଏଟର ଭିତରେ ପ୍ରେମିକାଙ୍କ ସହ ପ୍ରି-ୱେଡିଂ ସୁଟିଂ କରୁଥିବାରୁ ଏହି ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି…