ମଧ୍ୟପ୍ରଦେଶ ବାଣ ବିସ୍ଫୋରଣ ଘଟଣା: ବୋମାମାଳ ପକାଇ ବିଧାନସଭା ଆସିଲେ ବିଧାୟକ
ଭୋପାଳ: ବେକରେ ବୋମାମାଳ ପକାଇ ବିଧାନସଭା ଆସିଲେ ବିଧାୟକ। ମଧ୍ୟପ୍ରଦେଶ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ବେକରେ ସୁତୁଲି ବୋମା ପକାଇ ଆସିଥିଲେ ହରଦାର କଂଗ୍ରେସ ବିଧାୟକ ରାମକିଶୋର ଦୋଗନେ। ହରଦା ଜିଲ୍ଲାର ବାଣ କାରଖାନାରେ ହୋଇଥିବା ବିସ୍ଫୋରଣ କେବଳ ରାଜ୍ୟକୁ ନୁହେଁ ସାରା ଦେଶକୁ ଚକିତ…