Latest Odisha News

BREAKING NEWS

ପ୍ଲଟ୍ ଓ ଫ୍ଲାଟ୍ ଦେବା ନାଁରେ ୪କୋଟି ଟଙ୍କା ଠକେଇ, ବିଲଡର ଗିରଫ

ଭୁବନେଶ୍ବର: ପ୍ଲଟ୍ ଏବଂ ଫ୍ଲାଟ୍ ଦେବା ନାଁରେ ୪ କୋଟି ଟଙ୍କା ଠକେଇ ଅଭିଯୋଗ । ବିଲ୍ଡର କମ୍ପାନୀ GLF ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ର ଏମ୍ଡି ଦୀପକ କୁମାର ଛୋଟରାୟ ଗିରଫ । ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଦୀପକକୁ ଭୁବନେଶ୍ୱରରୁ ଇଓଡବ୍ଲୁ ଗିରଫ କରିଛି । EOW କେସ ନମ୍ବର ୨, ଦଫା…

ବଜେଟ୍ ୨୦୨୪: ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷଷ୍ଠ ଥର ଲାଗି ସଂସଦରେ କେନ୍ଦ୍ର ବଜେଟ ଉପସ୍ଥାପନା କରିଛନ୍ତି । ମୋଦି ସରକାରଙ୍କ ସମୟରେ ଏହି ହେଉଛି ଶେଷ ଅନ୍ତରୀଣ ବଜେଟ । ତେବେ ବଜେଟ ଉପସ୍ଥାପନା ସମୟରେ ମହିଳାମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।…

ଓଡିଶାକୁ ଫେରିଲା ଆନ୍ତର୍ଜାତୀୟ ହକି

ଭୁବନେଶ୍ୱର: କିଛି ଦିନର ବିରତି ପରେ ଓଡିଶାକୁ ପୁନର୍ବାର ଆନ୍ତର୍ଜାତୀୟ ହକି ପ୍ରତିଯୋଗିତା ଫେରିଛି । ଯାହାକୁ ନେଇ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଫେବୃୟାରୀ ୩ରୁ ୨୫ ପର୍ଯ୍ୟନ୍ତ ଏଫଆଇଏଚ ପ୍ରୋ ଲିଗ…

ରାଜଧାନୀର ଆପାର୍ଟମେଣ୍ଟରୁ ପୁଣି ଚୋରି, ତାଲା କାଟି ଲୁଟିନେଲେ

ଭୁବନେଶ୍ବର: ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ଚୋରି। ପୋଲିସ ଆଖିରେ ଧୂଳି ଦେଇ ପୁଣି କଳାକନା ବୁଲାଇଲେ ଲୁଟେରା । ମଞ୍ଚେଶ୍ୱର ଥାନା ପଦ୍ମକେଶରୀପୁର ନିକଟରେ ଥିବା ସତ୍ୟବାଦୀ ରେସିଡେନ୍ସିର ୨ଟି ଫ୍ଲାଟରୁ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା, ଦାମୀ ଘଣ୍ଟା ଓ ଅନ୍ୟ ଆସବାବପତ୍ର…

ଏଟିଏମ୍ ଲୁଟ ଘଟଣାରେ ୫ ଆନ୍ତଃରାଜ୍ୟ ଲୁଟେରା ଗିରଫ 

ନବରଙ୍ଗପୁର: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏସ୍‌ବିଆଇ ଏଟିଏମ୍ ଲୁଟ୍‌ ଘଟଣାର ପର୍ଦ୍ଦାଫାସ। ଏହି ଲୁଟ୍‌ ଘଟଣାରେ ପୋଲିସ ୫ ଆନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ୧୫ ଲକ୍ଷ ୯୭ ହଜାର ୨୦୦ ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ନକଲି ନମ୍ବର ପ୍ଲେଟ ଥିବା କାର…

କିଏ ମୟୁର କିଏ ମୟୁରୀ, ଜାଣିବେ କିପରି

ଭୁବନେଶ୍ଵର: ଆପଣମାନେ ସାଧାରଣତଃ ଦୁଇ ପ୍ରକାରର ମୟୂର ଦେଖିଥିବେ । ଗୋଟିଏ ମୟୂର ଦେହରେ ଅନେକ ସବୁଜ ରଙ୍ଗର ପଙ୍ଖ ଥାଏ । ମାତ୍ର ଏପରି ଏକ ମୟୁର ଥାଏ ଯାହାର ଶରୀରରେ କୌଣସି ପଙ୍ଖ ନଥାଏ । ଏହି ଦୁଇ ପ୍ରକାର ମୟୁରଙ୍କ ଭିତରେ କଣ ରହିଛି ପାର୍ଥକ୍ୟ ଆସନ୍ତୁ ଜାଣିବା । ଆପଣମାନେ ଦେଖିଥିବେ ଯେ…

୧୩ ନା ୧୪, କେବେ ପଡୁଛି ବାଗ୍ ଦେବୀ ମା ସରସ୍ଵତୀଙ୍କ ପୂଜା

ଭୁବନେଶ୍ଵର: ପୌଷ ମାସ ପରେ ମାଘ ମାସ ଆସିଥାଏ ଏବଂ ଏହି ମାସରେ ପୂଜାପାଠ, ସ୍ନାନ-ଧ୍ୟାନ ଏବଂ ଦାନ ସହିତ ଅନେକ ଧାର୍ମିକ ରୀତିନୀତି ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ମାଘ ମାସର ବିଶେଷ ମହତ୍ତ୍ୱ ରହିଛି । ମାଘ ମାସରେ ଅନେକ ଉପବାସ ଏବଂ ପର୍ବ ରହିଛି । ଯେଉଁଥିରେ…

ବ୍ରହ୍ମ ହତ୍ୟା ଦୋଷ କ’ଣ, ଯେଉଁଥିରୁ ବର୍ତ୍ତି ପାରିନଥିଲେ ସ୍ଵୟଂ ପ୍ରଭୁ ଶ୍ରୀରାମ

ଭୁବନେଶ୍ଵର: ଜ୍ୟୋତିଷ ଶାସ୍ତ୍ରରେ ଏହିପରି ଅନେକ ଯୋଗ ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକୁ ରାଶିଫଳରେ ଅଶୁଭ ବିବେଚନା କରାଯାଏ । ଜାତକରେ ଏହି ଯୋଗଗୁଡ଼ିକର ଉପସ୍ଥିତି ହେତୁ ଜଣେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ | ତା’ମଧ୍ୟରୁ ଗୋଟେ ଦୋଷ ହେଉଛି ବ୍ରହ୍ମ ହତ୍ୟା ଦୋଷ ।…

ଅନ୍ତରୀଣ ବଜେଟ୍ ଦେଶର ବିକାଶକୁ ତ୍ୱରାନ୍ୱିତ କରିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୪ର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ୪୭.୬୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଅନ୍ତରୀଣ ବଜେଟ୍ ଉପସ୍ଥାପନ ହେବା ପରେ ଏହାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବଜେଟ୍…

ପାର୍ଲର ନାଁ କହି ଫେରାର ହେଲା କନିଆ, ଶିଶୁପାଳ ହୋଇ ଫେରିଲା ବର

କାନପୁର: ବର ଥିଲା ବରଯାତ୍ରୀ ବି । ଧୁମଧାମ୍ ରେ ବାହାଘର ପାଇଁ ପ୍ରସ୍ତୁବି ବି ସରିଥିଲା । ବରଯାତ୍ରୀ ବାଣ ରୋଷଣୀ ସହ କନିଆ ଘର ସାମ୍ନାରେ ପହଞ୍ଚିଲେ । କନିଆ ଘର ମଧ୍ୟ ବର ସ୍ଵାଗତରେ ଲାଗି ପଡିଥିଲେ । କିନ୍ତୁ ଘଟିଲା ଏପରି ଘଟଣା ଶେଷରେ ଶିଶୁପାଳ ହୋଇ ଘରକୁ ଫେରିଲା ବର । କାରଣ ଘରେ ନଥିଲା…