Latest Odisha News

BREAKING NEWS

ଆପଣଙ୍କ ସହ ଯାହା ହେଲା ତାହା ଆଉ କାହା ସହ ନହେଉ, କ୍ଷମା ମାଗିଲେ ଫେସବୁକ ନିର୍ମାତା

ନୂଆଦିଲ୍ଲୀ: ସମସ୍ତଙ୍କୁ କ୍ଷମା ମାଗିଲେ ମେଟା ସିଇଓ ଏବଂ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ ନିର୍ମାତା ମାର୍କ ଜୁକରବର୍ଗ । ଗତକାଲି ଚାଲିଥିବା ଅନଲାଇନ ଚାଇଲ୍ଡ ସେଫଟି ଶୁଣାଣି ସମୟରେ କିଛି ଅଡିଏନ୍ସଙ୍କ ପ୍ରଶ୍ନର ଉତ୍ତର ଦେଇନପାରି ଖୁବ ଲଜ୍ଜିତ ଅନୁଭବ କରିଥିଲେ ମାର୍କ…

ସଂସଦ ସୁରକ୍ଷା ତୃଟି ମାମଲା; ଅଭିଯୁକ୍ତମାନଙ୍କୁ ବିଜେପି ସାଂସଦ ପାସ୍ ଦେଇଥିଲେ: ଜୟରାମ ରମେଶ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ମାମଲାରେ ବଡ ଅଭିଯୋଗ ଆଣିଛି କଂଗ୍ରେସ । ଅଭିଯୁକ୍ତଙ୍କ କୋର୍ଟରେ ଦେଇଥିବା ଦାବିକୁ ଦର୍ଶାଇ କଂଗ୍ରେସ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି । ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ, ଏହି ପ୍ରସଙ୍ଗରେ ବିରୋଧୀ ଦଳର ନେତାଙ୍କୁ ଦାୟୀ କରିବା ପାଇଁ ଏକ ଷଡଯନ୍ତ୍ର…

‘ଆମେ ସତେଜ ପନିପରିବା ଖାଇବାରେ ବିଶ୍ଵାସ ରଖୁ’…ବଜେଟ୍ ପରେ ଟମାଟୋ ମୂଲ୍ୟ ବୃଦ୍ଧିକୁ ନେଇ ଏପରି କହିଥିଲେ ସୁପରଷ୍ଟାର…

ନୂଆଦିଲ୍ଲୀ: ୧ ଫେବୃଆରୀ ଅର୍ଥାତ୍ ଆଜି | ଆଜି ସକାଳ ୧୧ଟାରେ ସଂସଦରେ ଚଳିତ ବର୍ଷର ଶେଷ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯାହା ଉପରେ ପୁରା ଦେଶ ନଜର ରଖିଥିଲା । ଗ୍ୟାସ ସିଲିଣ୍ଡର ଠାରୁ ଆରମ୍ଭ କରି ଅଟା ମୂଲ୍ୟ ବୃଦ୍ଧି ପର୍ଯ୍ୟନ୍ତ ବିରୋଧୀ…

ଗିରଫ ହେଲେ ମାଲକାନଗିରିର କୁବେର କନିଷ୍ଠ ଯନ୍ତ୍ରୀ

ମାଲକାନଗିରି: ଗିରଫ ହେଲେ ମାଲକାନଗିରି କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯାନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ସେ ନିଜ ଆୟର ୨୩୬ ପ୍ରତିଶତ ସମ୍ପତ୍ତି ଠୁଳ କରିଥିବା ଜଣାଯାଇଛି । ମାଲକାନଗିରିର କନିଷ୍ଠ ଯନ୍ତ୍ରୀ…

ଦୃଷ୍ଟିହୀନ ଲୋକଙ୍କୁ ରେଳବାଇ ମାଗଣା ମାନବ ସହାୟତା ଯୋଗାଇବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଦୃଷ୍ଟିହୀନ ଲୋକଙ୍କ ସୁବିଧା ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ପ୍ରମୁଖ ଷ୍ଟେସନ ଗୁଡିକରେ ଦୃଷ୍ଟିହୀନଙ୍କୁ ମାଗଣାରେ ମାନବ ସହାୟତା ପ୍ରଦାନ କରିବାକୁ କୋର୍ଟ ରେଳବାଇକୁ କହିଛନ୍ତି ।…

ଭାରତୀୟ ପୂଜାରୀଙ୍କୁ ବ୍ରିଟେନରେ ମିଳୁନି ଭିସା, ବନ୍ଦ ହୋଇଗଲାଣି ୫୦ ମନ୍ଦିର

ଲଣ୍ଡନ: ବ୍ରିଟେନରେ ରହୁଥିବା ହିନ୍ଦୁମାନଙ୍କ ଭାରତବଂଶୀ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପ୍ରତି ଅସନ୍ତୋଷ ବଢ଼ିବାରେ ଲାଗିଛି । ସୁନକ ସରକାର ଭାରତୀୟ ପୂଜାରୀଙ୍କୁ ଭିସା ଜାରୀ କରୁ ନ ଥିବାରୁ ସେମାନେ ବିରକ୍ତ ହୋଇ ପଡିଛନ୍ତି । ଏଥିଯୋଗୁ ବ୍ରିଟେନର ୫୦୦ ମନ୍ଦିର ମଧ୍ୟରୁ ୫୦ ବନ୍ଦ ହୋଇଯିବା…

କଣ ଆପଣ ଜାଣନ୍ତି କି, କେତେ କୋଟିର ଥିଲା ଆମ ଦେଶର ପ୍ରଥମ ବଜେଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଆଜି ସଂସଦରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯାହା ଉପରେ ଏବେ ପୁରା ଦେଶର ନଜର । ଭାରତରେ ବଜେଟର ଇତିହାସ ଅତ୍ୟନ୍ତ ପୁରାତନ । ଦେଶ ସ୍ଵାଧୀନତା ପାଇବା ପୂର୍ବରୁ ଭାରତରେ ବଜେଟ୍ ଉପସ୍ଥାପିତ ହୋଇଥିଲା ।…

ବରଫର ଧଳା ଚାଦରରେ ଲୁଚିଗଲେ ମା ବୈଷ୍ଣୋଦେବୀ, ମନମୋହୁଛି ତୁଷାରପାତର ଏହି ଦୃଶ୍ୟ

ଶ୍ରୀନଗର: କାଶ୍ମୀରରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ପର୍ଯ୍ୟଟନ ଶିଳ୍ପ ସହ ଜଡିତ ଲୋକଙ୍କ ମଧ୍ୟରେ ଉତ୍ସାହ ଆଣିଦେଇଛି । ଉପତ୍ୟକାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ଗୁଲମର୍ଗ, ସୋନମର୍ଗ, ପହଲଗାମ, ଅହରବାଲ ଏକ ଧଳା ରଙ୍ଗର ବରଫ ଚାଦରରେ ଆଚ୍ଛାଦିତ ହୋଇଛି । ତାପମାତ୍ରା ଦିନକୁ ଦିନ ଖସୁଥିବାରୁ ସମୟ…

କାଳିଆ ଛାତ୍ରବୃତ୍ତି ଯୋଜନାରେ ପଞ୍ଜିକରଣ ତାରିଖ ବଢ଼ାଇଲେ ରାଜ୍ୟ ସରକାର, ଯୋଡ଼ିହେଲା ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ

ଭୁବନେଶ୍ୱର: ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଥିବା 'କାଳିଆ ସ୍କଲାରସିପ୍' ଯୋଜନାରେ ଆବେଦନ କରିବା ପାଇଁ ଚାଷୀ ପରିବାରର ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଅଧିକ ସମୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଅନଲାଇନ୍ ଆବେଦନର ଶେଷ ତାରିଖ ପୂର୍ବରୁ…

ଅନ୍ତରୀଣ ବଜେଟ: ୨ କୋଟି ନୂଆ ଘର ମିଳିବ, ଆୟୁଷ୍ମାନ ଭାରତ ଯୋଜନାରେ ଯୋଡ଼ି ହେବେ ଏହିମାନେ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ କୋଭିଡ୍ ମହାମାରୀ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ୩ କୋଟି ଘର ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ୨ କୋଟି ନୂଆ ଘର ମଧ୍ୟ ଦିଆଯିବ। ବଢୁଥିବା ଜନସଂଖ୍ୟା ଏବଂ…