ବୋପାନ୍ନା ୧ ନମ୍ବର: ଉଦ୍ୟମ, ଦକ୍ଷତା ଆଗରେ ହାର ମାନିଲା ବୟସ
ଭାରତର ଟେନିସ ଖେଳାଳି ରୋହନ ବୋପାନ୍ନା ଏବେ ବିଶ୍ୱର ଏକ ନମ୍ବର ଡବଲ୍ସ ଖେଳାଳି ସାଜିଛନ୍ତି । ୪୩ ବର୍ଷ ବୟସରେ ସେ ଏହି ସଫଳତା ହାସଲ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ତାଙ୍କ ଉଦ୍ୟମ ଓ ଦକ୍ଷତା ଆଗରେ ବୟସ ହାର ମାନିଛି । କୁର୍ଗର ଏକ ଛୋଟ ଗ୍ରାମରୁ ଆସି ଗ୍ରାଣ୍ଡସ୍ଲାମ ଖେଳିବା ମୋ…