ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ୱାସନ ମଧ୍ୟରେ ସ୍ୱାକ୍ଷର ହେଲା ମିଳିତ ରାଜିନାମା
ଭୁବନେଶ୍ୱର: ଆଜି ମହିଳା ଶିଶୁ ବିକାଶ ବିଭାଗ ଓ ୱାଟରସେଡ୍ ସପୋର୍ଟ ସର୍ଭିସେସ୍ ଆଣ୍ଡ୍ ଆକଫିଭିଟିଜ୍ ନେଟୱାର୍କ (ୱାସନ) ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହେଇଛି । ମହିଳା ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଓ ମହିଳା ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ…