ପୁଣି ଏକାଠି ବଡ ପରଦାରେ ନଜର ଆସିବେ ସନ୍ନି ଦେଓଲ ଓ ପ୍ରୀତି ଜିଣ୍ଟା, ଏହି ଫିଲ୍ମରେ କରିବେ ଡେବ୍ୟୁ
ମୁମ୍ବାଇ: ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ୍ ଅଭିନେତାମାନଙ୍କ ମଧ୍ୟରୁ ସନ୍ନି ଦେଓଲ୍ ଏକ । ଗତବର୍ଷ ମୁକ୍ତିଲାଭ କରିଥିବା ସନ୍ନିଙ୍କ ଅଭିନୀତ ଫିଲ୍ମ 'ଗଦର ୨' କୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ତାଙ୍କର ଅନ୍ୟ ଏକ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଲାହୋର: ୧୯୪୭' ପାଇଁ ଏବେଠୁ ସେ ଚର୍ଚ୍ଚାରେ ।…