Latest Odisha News

BREAKING NEWS

ଧୋନୀଙ୍କୁ ନେଇ ପ୍ରଶଂସକଙ୍କୁ ବୋକା ବନାଉଛି କି ସିଏସକେ

ଚେନ୍ନାଇ: ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀ ଶେଷ ଥର ପାଇଁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିବେ ବୋଲି ପୂର୍ବାନୁମାନ କରାଯାଇଥିଲା । ସବୁ କିଛି ଠିକଠାକ ଥିଲା । ପ୍ରଶଂସକମାନେ ତାଙ୍କ ପ୍ରିୟ ଖେଳାଳିଙ୍କୁ ପଡିଆରେ ଦେଖିବା ପାଇଁ ବ୍ୟଗ୍ର ହୋଇ ଉଠିଥିଲେ । ଆଇପିଏଲ ଆରମ୍ଭ ହେବା ଠିକ…

ସଫାରି ଜିପକୁ ଆକ୍ରମଣ କଲା ଗଣ୍ଡା, ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ…

ନୂଆଦିଲ୍ଲୀ: ଆସାମର ମାନସ ଜାତୀୟ ଉଦ୍ୟାନର ବାନ୍ସବାରି ରେଞ୍ଜରେ ଏକ ଜଙ୍ଗଲୀ ଗଣ୍ଡା ସଫାରି ଜିପ୍ ଉପରେ ଆକ୍ରମଣ କରିଥିଲା। ଯାହା ଫଳରେ ପର୍ଯ୍ୟଟକ ମାନେ ଆତଙ୍କିତ ହୋଇପଡ଼ିଥିଲେ। ଯେଉଁ ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାଟି ଦୈନିକ ଜଙ୍ଗଲ ସଫାରି ସମୟରେ…

ଝିଅର ନିଆରା ନାମ ରଖିଲେ ନିର୍ଦ୍ଦେଶକ ଆଟଲି, ଜାଣନ୍ତୁ କଣ ରହିଛି ଅର୍ଥ…

ମୁମ୍ବାଇ: ପପୁଲାର ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ଆଟଲି କୁମାର ଏବଂ ତାଙ୍କ ପତ୍ନୀ ପ୍ରିୟା ନିକଟରେ ଏକ କନ୍ୟା ସନ୍ତାନକୁ ସ୍ୱାଗତ କରିଥିଲେ। ଆଉ ଏବେ ଦୁହେଁ ସେମାନଙ୍କ କନ୍ୟାର ଏକ ସୁନ୍ଦର ନାମ ରଖିଛନ୍ତି। ୨୦ ଏପ୍ରିଲ୍, ୨୦୨୬ରେ ପ୍ରିୟା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଆଟଲି ଏବେ…

Nikhil Hadappa:ବହୁଚର୍ଚ୍ଚିତ ହାଡପ୍ପା ନିଖିଲ ହତ୍ୟା ଘଟଣାରେ ୯ ଗିରଫ;ହତ୍ୟା ପଛରେ…

ରାୟଗଡ଼ା:ବହୁଚର୍ଚ୍ଚିତ ହାଡପ୍ପା ନିଖିଲ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ରାୟଗଡ଼ା ଥାନା ପୋଲିସ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଉମେଶ ହିଆଲ ସମେତ ଅନ୍ୟ ୮ ଜଣକୁ ରାଜ୍ୟ ତଥା ରାଜ୍ୟ ବାହାରରୁ ଗିରଫ କରିଛି ପୋଲିସ । ରାୟଗଡା ଏସପି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।…

ଚର୍ଚ୍ଚାରେ ଜାପାନର ନିଆରା ରାଜନୈତିକ ପାର୍ଟି ଟିମ ଫ୍ୟୁଚର ମୀରାଇ

ନୂଆଦିଲ୍ଲୀ: ଜାପାନ ରାଜନୀତିରେ ଏକ ନିଆରା ପାର୍ଟି ବେଶ ଚର୍ଚ୍ଚାର କାରଣ ସାଜିଛି । ଏହାର ନାମ ଟିମ ଫ୍ୟୁଚର ମିରାଈ । ଅନ୍ନୋ ତାକାହୀରୋ ହେଉଛନ୍ତି ଆର୍ଟିଫିସିଆଲ ଇଂଟେଲଜେନ୍ସ ସମର୍ଥକ ଓ ଟେକ୍ନୋଲୋଜିରେ ଉପରେ ଆଧାରିତ ଏହି ପାର୍ଟିର ମୂଖ୍ୟ ଚେହେରା । ସେ ଜଣେ ସଫ୍ଟୱେୟାର ଇଂଜିନିୟର ଓ ସାଇନ୍ସ…

ପ୍ରଥମ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କଲା ଆରସିବି

ଧର୍ମଶାଳା: ଉଭୟ ବ୍ୟାଟିଂ ବୋଲିଂରେ ଭଲ ପ୍ରଦର୍ଶନ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୨୩ ରନରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ଏଥିସହ ପ୍ରଥମ ଦଳ ଭାବେ ଆରସିବି ପ୍ଲେ ଅଫରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଆରସିବି ୪ ୱିକେଟ ବିନିମୟରେ ୨୨୨ ରନ କରିଥିଲା । ଜବରଦସ୍ତ ଫର୍ମରେ…

Barakah nuclear plant:ପୁଣି ଥରେ ଥରିଲା UAE; ପରମାଣୁ ବିଦ୍ୟୁତ କେନ୍ଦ୍ର ଉପରେ ଡ୍ରୋନ ଆକ୍ରମଣ

ନୂଆଦିଲ୍ଲୀ:ୟୁଏଇରେ ପୁଣି ଥରେ ଏକ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ ହୋଇଛି। ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବି(Abu Dhabi)ରେ ଥିବା ବାରାକାହ ପରମାଣୁ ବିଦ୍ୟୁତ୍ କେନ୍ଦ୍ରରେ(Barakah nuclear power plant) ଡ୍ରୋନ୍ ଆକ୍ରମଣ ପରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ଅଧିକାରୀଙ୍କ ଅନୁଯାୟୀ,…

ମିଳିଲାନି ଡିଜେଲ, ୫ ହଜାରରୁ ଅଧିକ କୁକୁଡ଼ା ମୃତ

ଭୁବନେଶ୍ୱର: ଦୀର୍ଘ ସମୟ ଧରି ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ରବିବାର ଦିନ ମାଲକାନଗିରି ଜିଲ୍ଲାରେ ଏକ ପରିବେଶ-ନିୟନ୍ତ୍ରିତ (EC) କୁକୁଡ଼ା ଫାର୍ମରେ ତିନି ଘଣ୍ଟା ମଧ୍ୟରେ ୫୩୦୦ ରୁ ଅଧିକ କୁକୁଡ଼ାଙ୍କ ଜୀବନ ଯାଇଛି। ମାଲକାନଗିରି ଉପକଣ୍ଠରେ ଏକ ସରକାରୀ ଯୋଜନାରେ ଏକ ବିଶାଳ ଫାର୍ମ ନିର୍ମାଣ…

ପ୍ରେମରେ ପଡିଛନ୍ତି କି ତିଳକ ବର୍ମା

ମୁମ୍ବାଇ: ଆଇପିଏଲ ଚାଲିଥିବମାନେ ତାହା ସହିତ ସମାନ୍ତରଳ ଭାବେ ପ୍ରେମ କାହାଣୀ ସୃଷ୍ଟି ହୋଇଥାଏ । ପ୍ରତ୍ୟେକ ସଂସ୍କରଣରେ ଏ ଭଳି ଅନେକ ପ୍ରେମ କାହାଣୀ ତିଆରି ହୋଇଥାଏ । ଏହା ମଧ୍ୟରେ କେତେକ ସତ ହୋଇଥିବା ବେଳେ ଅଧିକାଂଶ ଗୁଜବ ସାବ୍ୟସ୍ତ ହୋଇଥାଏ । ଏବେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର…

ଛାତ୍ରଛାତ୍ରୀଙ୍କ ପାଇଁ ପୁନଃ ମୂଲ୍ୟାୟନ ଫି’ ହ୍ରାସ କଲା CBSE

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସମ୍ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। କପି ଯାଞ୍ଚ ବିବାଦ ଏବଂ ମାର୍କିଂ ସମ୍ପର୍କରେ ଉଠାଯାଇଥିବା ପ୍ରଶ୍ନ ମଧ୍ୟରେ ବୋର୍ଡ ଘୋଷଣା କରିଛି ଯେ ଛାତ୍ରଛାତ୍ରୀମାନେ ଏବେ ମାତ୍ର ୧୦୦ ଟଙ୍କାରେ…