Latest Odisha News

BREAKING NEWS

ନେହା ହିରେମାଥ ହତ୍ୟାକାଣ୍ଡ: ଆଜି କର୍ଣ୍ଣାଟକା ବନ୍ଦ

ବେଙ୍ଗାଲୁରୁ: ଲୋକସଭା ନିର୍ବାଚନ ପାଇଁ ରାଜନୀତି ତାତି ଜୋର ଧରିଥିବା ବେଳେ କର୍ଣ୍ଣାଟକରେ ବିଜେପି ଦେଇଛି ରଣହୁଙ୍କାର । କର୍ଣ୍ଣାଟକ ହୁବଲିରେ କଲେଜ ଛାତ୍ରୀଙ୍କୁ ଛୁରୀ ଭୁଷି ହତ୍ୟା କରିବା ଘଟଣାରେ ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ବିଜେପି । ଏହି ହତ୍ୟାକାଣ୍ଡ ପଛରେ ଲଭ୍-ଜିହାଦ ଥିବା…

ମଣିପୁରରେ ପୁନଃ ମତଦାନ, ୧୧ଟି ମତଦାନ କେନ୍ଦ୍ରରେ ଚାଲିଛି ସାନି ମତଦାନ

ଇମ୍ଫାଲ: ମଣିପୁରରେ ୧୧ଟି ମତଦାନ କେନ୍ଦ୍ରରେ ଚାଲିଛି ସାନି ମତଦାନ। ୧୯ ଏପ୍ରିଲ ମତଦାନ ବେଳେ ହିଂସା ଯୋଗୁଁ ଚାଲିଛି ପୁନଃ ମତଦାନ। ମତଦାନ କେନ୍ଦ୍ରରେ ଫାୟାରିଂ ସହ ଇଭିଏମ୍ ଚୋରି କରିଥିଲେ ଦୁର୍ବୃତ୍ତ। ଏହାକୁ ଦୃଷ୍ଟିରେ ରଖି ସାନି ମତଦାନ ଘୋଷଣା କରିଥିଲେ ସିଇଓ। ଗତ ୧୯ ତାରିଖରେ…

ଚକୋଲେଟ ସାଜିଲା କାଳ, ହସ୍ପିଟାଲରେ ଭର୍ତ୍ତି ହେଲା ଦେଢ ବର୍ଷର ଶିଶୁ

ପଟିଆଲା: ଚକୋଲେଟ, କାହାକୁ ବା ଭଲଲାଗେନି । ପିଲା ଠୁ ବୟଷ୍କ ସମସ୍ତଙ୍କ ପ୍ରିୟ ଚକୋଲେଟ । ସ୍ଵାଦରେ ଯେମିତି ଦେଖିବାକୁ ମଧ୍ୟ ସେମିତି । କିନ୍ତୁ ଯେତେବେଳେ ସେହି ଚକୋଲେଟ ପିଲା ମାନଙ୍କ ପାଇଁ କାଳ ହୋଇଯାଏ ତେବେ କହିବା ବା କାହାକୁ । ପଞ୍ଜାବ ପଟିଆଲାରୁ ଆସିଛି ଏକ ଦୁଃଖଦ ଖବର । ଚକୋଲେଟ ଖାଇ…

ଏଲଏଲବି ଷଷ୍ଠ ସେମିଷ୍ଟାର ପରିକ୍ଷା ବାତିଲ, ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ

କଟକ: ବାତିଲ ହେଲା ଏଲଏଲବି ଷଷ୍ଠ ସେମିଷ୍ଟାରର ପେପର-୧ ପରୀକ୍ଷା । ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ୨୮ କଲେଜର ପରୀକ୍ଷା ବାତିଲ କରାଯାଇଛି । ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସିଥିବା ନେଇ ଅଭିଯୋଗ ହେବା ପରେ ପରୀକ୍ଷା ବାତିଲ କରିଛନ୍ତି ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷ ।…

କାଳବୈଶାଖୀ ସତ୍ତ୍ୱେ ଆଜି ବି ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୨୫ରୁ ପୁଣି ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଆଜି ବି ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଆଜି ବି ମିଳିବନି ତାତିରୁ ତ୍ରାହି । ହିଟୱେଭକୁ ନେଇ ରାଜ୍ୟର କିଛିଟା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୨ ଦିନ ପରେ ସାମାନ୍ୟ ଆଶ୍ବସ୍ତି । ୨୫ ରୁ ପୁଣି ବଢ଼ିବ ତାପମାତ୍ରା । କାଳବୈଶାଖୀ ସତ୍ତ୍ୱେ ବି ସିଭିୟର…

କବିତା : ଘର

ନିରୂପମା ପତି ସରଗଠୁଁ ଵଡ ଏହି ଆମ ଘର ଘର ନୁହେଁ ସେହି ଭାଵର ମନ୍ଦିର ସ୍ନେହ, ଶ୍ରଦ୍ଧା, ପ୍ରୀତି ଥାଏ ନିରନ୍ତର ଶାନ୍ତି ମୈତ୍ରୀର ସେ ଏକାନ୍ତ ନିର୍ଝର ସେଘରେ ଜନମ ମୋର ଵାପା,ମା, ଭାଇ, ଭଉଣୀଙ୍କୁ ନେଇ ଏକସୂତ୍ରେ ପରିବାର । ଆକାଶଠୁଁ ଵଡ ପୂଜ୍ୟ ପିତା ମୋର ଧର୍ମ, ସ୍ବର୍ଗ,ତପ…

ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହେବା ଅଭିଯୋଗରେ କନିଷ୍ଠ ସହକାରୀ କିରାଣୀ ସସପେଣ୍ଡ

ବୌଦ୍ଧ: ରାଜନୈତିକ ଦଳର ଶୋଭାଯାତ୍ରାରେ ସାମିଲ ହୋଇଥିବା ଅଭିଯୋଗରେ କନିଷ୍ଠ ସହକାରୀ କିରାଣୀ ସତ୍ୟନାରାୟଣ ଦନ୍ତା ନିଲମ୍ବିତ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଲମ୍ବସରୀର ରାଧାମାଧବ ହାଇସ୍କୁଲର ସତ୍ୟନାରାୟଣଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଶୋଭାଯାତ୍ରାରେ…

ଆସନ୍ତା ୨୪ରେ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ହିଞ୍ଜିଳିରୁ ଭୋଟଭିକ୍ଷା ଆରମ୍ଭ

ଭୁବନେଶ୍ୱର: ଭୋଟ୍‍ ଆଉ ୩ ସପ୍ତାହ। ମେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‍ ୪ଟି ଲୋକସଭା ମଣ୍ଡଳୀ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ ଏହାର ଅନ୍ତର୍ଗତ ୨୮ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ। ଦିନକୁ ଦିନ ରାଜନୈତିକ ପରିବେଶ ଗରମ ହେଉଥିବା ବେଳେ ପ୍ରତିଟି ଦଳ ପକ୍ଷରୁ କିପରି…

ଶିମିଳିପାଳରେ ମଧ୍ୟପ୍ରଦେଶର ମହାବଳ: ୩ ରାଜ୍ୟ ସୀମା ଡେଇଁଛି, ସ୍ପଷ୍ଟ କଲା ବାଘ ସେଲ୍

ଭୁବନେଶ୍ୱର: ମଧ୍ୟପ୍ରଦେଶର ମହାବଳ ବାଘ ୩ଟି ରାଜ୍ୟ ସୀମା ଡେଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ପହଞ୍ଚିଛି। ବନ ବିଭାଗର କ୍ୟାମେରାରେ ମହାବଳ ବାଘର ଚିତ୍ର କଏଦ ହୋଇଛି । ତେବେ ବାଘଟି ମଧ୍ୟପ୍ରଦେଶରୁ ଆସିଥିବା ନେଇ NTCA (National Tiger Conservation Authority) ସୂଚନା ଦେଇଛନ୍ତି ।…

ଘଡ଼ଘଡ଼ି ସହ ବର୍ଷା ନେଇ ଆଗାମୀ ୩ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ପୁଣି ଥରେ ପାଗରେ ପରିବର୍ତ୍ତନ । ଆଜି ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଘଡ଼ଘଡ଼ି ସହ ବର୍ଷା ନେଇଆଗାମୀ ୩ ଘଣ୍ଟା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର। ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।…