Latest Odisha News

BREAKING NEWS

ଉପାସ ରହିଲେ ହେବ ଏହିସବୁ ଭୟଙ୍କର ସମସ୍ୟା

ଭୁବନେଶ୍ବର: ଆଜି କାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ କର୍ମ ବ୍ୟସ୍ତତା ପାଇଁ ବ୍ୟକ୍ତି ନିଜ ପ୍ରତି ଧ୍ୟାନ ଦେଇପାରୁ ନାହିଁ। ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଇ ଗତି କରୁଛି । ଏପରି କି ଅନେକ ବ୍ୟକ୍ତି ନିଜର କାମବ୍ୟସ୍ତ ପାଇଁ ସଠିକ ସମୟରେ ଖାଦ୍ୟ…

ଇରାନ ଆକ୍ରମଣ ପରେ ଏଥର ଇସ୍ରାଏଲ ଉପରେ ସମସ୍ତଙ୍କ ନଜର

ତେଲ ଅବୀବ: ଇରାନ ୩୦୦ରୁ ଅଧିକ ବ୍ୟାଲେଷ୍ଟିକ ମିସାଇଲ, କ୍ରୁଜ ମିସାଇଲ ଓ ଡ୍ରୋନ ସହାୟତାରେ ଇସ୍ରାଏଲ ଉପରେ ଜବରଦସ୍ତ ଆକ୍ରମଣ କରିଛି । ଅବଶ୍ୟ ୯୯ ପ୍ରତିଶତ ମିସାଇଲକୁ ଇସ୍ରାଏଲ ନଷ୍ଟ କରି ଦେଇଛି । ଆକ୍ରମଣ କଲେ ସ୍ଥିତି ଭୟଙ୍କର ହେବ ବୋଲି ଇରାନକୁ ପୂର୍ବରୁ ଇସ୍ରାଏଲ ଚେତାଇ ଥିଲା । ଏବେ…

ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା: ଭଣ୍ଡାରୀପୋଖରୀରୁ ଲଢ଼ିବେ ନିରଞ୍ଜନ, ପ୍ରବୋଧଙ୍କ କଟିଲା ଟିକେଟ

ଭୁବନେଶ୍ବର: ଆସିଲା କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ସାଧାରଣ ନିର୍ବାଚନ-୨୦୨୪ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କରିଥିଲା। ଆଜି ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୭୫ଟି ବିଧାନସଭା ଆସନ ପାଇଁ…

ଲେଖିବେ କି ନୂଆ ଇତିହାସ ଲେଖାଶ୍ରୀ ?

ଭୁବନେଶ୍ୱର: ବାଲେଶ୍ୱର ଦେଖିବ ବଡ ଲଢେଇ । ବିଜେପିରୁ ପ୍ରତାପ ଷଡଙ୍ଗୀ ରିପିଟ୍ । ବିଜେଡିରୁ ଲେଖାଶ୍ରୀ ସରପ୍ରାଇଜ୍ । କଂଗ୍ରେସର ଶ୍ରୀକାନ୍ତ ଜେନା ଟୁଇଷ୍ଟ । କୁରୁକ୍ଷେତ୍ର ପ୍ରସ୍ତୁତ, ମଇଦାନରେ ଯୋଦ୍ଧା ତୟାର । କିଏ ଜିତିବ ବାଲେଶ୍ୱର ବାଜି ? ରୁଦ୍ଧଦ୍ୱାର ବୈଠକ ସାଙ୍ଗକୁ ବିରୋଧୀଙ୍କୁ ମାତ୍…

କୋହଲିଙ୍କ ରେକର୍ଡ ସହ ସମକକ୍ଷ ହେଲେ ଧୋନୀ

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମୁକାବିଲାରେ ଖେଳିବା ପରେ ଚେନ୍ନାଇ ସୁପର କିଙ୍ଗସର ମହାନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ଆଉ ଏକ କୀର୍ତିମାନ ନିଜ ନାମରେ କରିଛନ୍ତି । ବିରାଟ କୋହଲିଙ୍କ ପରେ ସେ ଦ୍ୱିତୀୟ ଖେଳାଳି ଭାବେ ଗୋଟିଏ ଟିମ ପକ୍ଷ ରୁ ୨୫୦ ମ୍ୟାଚ ଖେଳିବା ଗୌରବ…

ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ପଥରମାଡ଼, ୬ରୁ ଅଧିକ ଆହତ

ବାଲେଶ୍ୱର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ। ରେମୁଣା ଗନିପୁରରେ ଶୋଭାଯାତ୍ରା ବେଳେ ଢ଼େଲାମାଡ଼ ହୋଇଥିବା ଅଭିଯୋଗ। ଡିଜେ ଗାଡ଼ି ସହ ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କ ଉପରକୁ ପଥର ମାଡ଼ ହୋଇଛି। ଏଥିରେ ୬ ରୁ ଅଧିକ ଜଣ ଆହତ ହୋଇଛନ୍ତି। ଆହତମାନେ ରେମୁଣା ସ୍ୱାସ୍ଥ୍ୟକେନ୍ଦ୍ରରେ…

ବିଜେଡି ଛାଡ଼ିଲେ ସରୋଜ ସାହୁ, ରାଜ୍ୟ ସମ୍ପାଦକ ପଦରୁ ଦେଲେ ଇସ୍ତଫା

ଭୁବନେଶ୍ୱର: ବିଜେଡିକୁ ପୁଣି ଝଟକା । ବିଜେଡି ରାଜ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଲେ ସରୋଜ କୁମାର ସାହୁ । ପଦରୁ ଇସ୍ତଫା ସହ ଦଳର ପ୍ରାଥମିକ ସଦସ୍ୟରୁ ମଧ୍ୟ ଇସ୍ତଫା ଦେଲେ ସରୋଜ କୁମାର ସାହୁ । ସେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି। ଆଜି ବିଦ୍ଧି…

ଲକ୍ଷ୍ନୌକୁ ୮ ୱିକେଟରେ ପରାଜିତ କଲା କୋଲକାତା

କୋଲକାତା: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ୮ ୱିକେଟରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୧୬୨ ରନର ଲକ୍ଷ୍ୟ ପ୍ରଦାନ କରିଥିଲା । କେକେଆର ୧୫.୪ ଓଭରରେ ୨ଟି ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ସହଜରେ…

ଯୁବ ବିଜେଡି କର୍ମୀଙ୍କ ଦବଙ୍ଗଗିରି; ମନ୍ତ୍ରୀଙ୍କୁ ଗୁହାରି କରିବାରୁ ଲୋକଙ୍କୁ ପିଟିଲେ

ରାୟଗଡ଼ା: ଯୁବ ବିଜେଡି କର୍ମୀଙ୍କ ଦବଙ୍ଗଗିରି। ମନ୍ତ୍ରୀଙ୍କୁ ଗୁହାରି କରିବାରୁ ଲୋକଙ୍କୁ ପିଟିଲେ ବିଜେଡ଼ି କର୍ମୀ। ରାୟଗଡ଼ା ବିଷମକଟକ ନିର୍ବାଚନ ମଣ୍ଡଳୀ ମୁନିଗୁଡ଼ା ବ୍ଲକ ରଘୁବାରିରେ ଘଟିଛି ଏଭଳି ଘଟଣା । ମନ୍ତ୍ରୀ ରଘୁବାରିକୁ ପ୍ରଚାର ପାଇଁ ଯାଇଥିଲା ବେଳେ ଘେରିଲେ ଲୋକେ । ଭୋଟ ମାଗିବା…

ସରବଜିତଙ୍କୁ ହତ୍ୟାକାରୀଙ୍କୁ ପାକିସ୍ତାନରେ ହତ୍ୟା

ଲାହୋର: ପାକିସ୍ତାନ ଜେଲରେ ବନ୍ଦୀଥିବା ଭାରତର ସରବଜିତ ସିଂଙ୍କ ହତ୍ୟାକାରୀ ଅମୀର ସର୍ଫରାଜଙ୍କୁ ରବିବାର ଅଜ୍ଞାତ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଛନ୍ତି । ଆଇଏସଆଇର ଇଶାରରେ ପାକିସ୍ତାନରେ ସରବଜିତଙ୍କୁ ପଲିଥିନରେ ଶ୍ୱାସରୁଦ୍ଧ କରାଯାଇ ହତ୍ୟା କରାଯାଇଥିଲା । ସର୍ଫରାଜ ପାକିସ୍ତାନରେ…