ଏଣିକି ୟୁପିଆଇ ମାଧ୍ୟମରେ ବ୍ୟାଙ୍କରେ ଟଙ୍କା ଜମା କରିପାରିବେ ଲୋକେ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ବଡ ଘୋଷଣା । ଏଣିକି ୟୁପିଆଇ ମାଧ୍ୟମରେ ନିଜ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ଆପଣ । ବ୍ୟାଙ୍କ ନ ଯାଇ ଏବଂ ବିନା ଡେବିଟ୍ କାର୍ଡ ବ୍ୟବହାର କରି ଆପଣ ଘରେ ବସି ଅତି ସହଜରେ ନିଜ ଆକାଉଣ୍ଟରେ ପଇସା ଜମା କରିପାରିବେ ।
ଭାରତୀୟ ରିଜର୍ଭ…