ଆରବିଆଇର ୯୦ତମ ଜନ୍ମଦିନରେ ଜାରିହେଲା ୯୦ ଟଙ୍କିଆ କଏନ୍
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ୯୦ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସ୍ୱତନ୍ତ୍ର କଏନ୍ ବା ମୁଦ୍ରା ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ ଟଙ୍କିଆ କଏନ ଉନ୍ମୋଚନ କରିଛନ୍ତି । ୯୯.୯୯% ଶୁଦ୍ଧ ରୂପାରେ…