ରାମଲାଲାଙ୍କୁ ଦର୍ଶନ କରିବାକୁ ଆସୁଥିଲେ ସାଙ୍ଗରେ ଆଣନ୍ତୁ ଛତୁଆ: ମନ୍ଦିର ଟ୍ରଷ୍ଟ
ଲକ୍ଷ୍ନୌ: ୨୨ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରଠାରୁ ରାଜ୍ୟକୁ ଲଗାତର ଭାବରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ପ୍ରତିଦିନ ଦେଢ ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରୁଛନ୍ତି । କିନ୍ତୁ ପବିତ୍ର ରାମ ନବମୀ ଦିନ ମନ୍ଦିରରେ ଭକ୍ତଙ୍କ ସଂଖ୍ୟାରେ ବହୁ…